Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୬ ରିଖ ସୋମବାର ଧନୁ ୦୧ ଦିନ ପୌଷ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:…

କିସ୍ ଛାତ୍ରଛାତ୍ରୀ ଜିତିଲେ ସୈନିକ ସ୍କୁଲ ଓ ଓଏମସି ବିଜୁ ମିନି ମାରାଥନ

ସୈନିକସ୍କୁଲ ଓ ଓଡିଶା ଖଣିନିଗମ ମିଳିତ ସହଯୋଗରେ ବିଜୁ ସ୍ମୃତି ତଥା ଫିଟ୍ ଇଂଡ଼ିଆ ଗଣଦୌଡ଼ର ଆୟୋଜିତ ହୋଇଯାଇଛି । ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏହା ଆୟୋଜିତ ହୋଇଯାଇଛି । ଏହି ଗଣଦୌଡ଼ରେ…

ଦୁନିଆର ସବୁଠାରୁ ସୁରକ୍ଷିତ ଘର, ପରମାଣୁ ଭେଦ କରିପାରିବ ନାହିଁ !

ସମସ୍ତେ ଏକ ମଜଭୁତ ଓ ସୁରକ୍ଷିତ ଘରେ ବାସ କରିବା ପାଇଁ ଚାହାଁନ୍ତି । ଏଭଳି ସୁରକ୍ଷିତ ଘର କରିବା ପାଇଁ ପୋଲାଣ୍ଡର ଜନୈକ ବ୍ୟକ୍ତି ସ୍ଥାନୀୟ ଆର୍କିଟେଚର କମ୍ପାନୀର ମୁଖ୍ୟ କେଡବ୍ଲ୍ୟୁକେ ପ୍ରୋମ୍ସଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରୋମ୍ସ ଏହାକୁ ଆଖି ଆଗରେ ରଖି ଏପରି ଏକ ଘର ନିର୍ମାଣ କଲେ ଯାହା…

ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ ଆପଣାନ୍ତୁ ଏହି ଦିବ୍ୟ ମହୋଷଧି !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ତଥା ନିଜର ଯତ୍ନ ନେବାରେ ଯୁବପିଢୀ ଖୁବ କମ ସମୟ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ନିହାତି ଛୋଟ ବୟସରୁ ଶରୀରରେ ରକ୍ତହୀନତା ସମସ୍ୟା ପରିଲିକ୍ଷିତ ହେଉଛି । ଏଥିରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପଚାର…

ଧନୁ ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମିଳିନପାରେ ଅବଢ଼ା !

ଭୁବନେଶ୍ୱର: ସୋମବାର(ଆସନ୍ତାକାଲି) ଧନୁ ସଂକ୍ରାନ୍ତି ହୋଇଥିବା କାରଣରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସବୁବର୍ଷ ପରି ଏହିବର୍ଷ ମଧ୍ୟ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ , ଏହାର ପୂର୍ବପ୍ରସ୍ତୁତି…

ସୋସିଆଲ ମିଡିଆରେ ଓଡ଼ିଶାବାସୀଙ୍କୁ ନବୀନ ପଚାରିଲେ ଏହି ପ୍ରଶ୍ନ !

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀକୁ ବିଶ୍ୱ ଐତିହରେ ସାମିଲ କରିବାରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଯୋଜନା ଖାଲି ପୁରୀ ସହରରେ ସୀମିତ ରହି ଯାଇଛି ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀକୁ ବିଶ୍ୱ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ କରିବାରେ ଓଡିଶା…

ନାଟକୀୟ ମୋଡ ନେଲା ବରଗଡ଼ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନିଖୋଜ ଘଟଣା

ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ଘଟଣା ରବିବାର ଦିନ ନୂଆମୋଡ ନେଇଛି । ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ନିଖୋଜ ୨ ସଦସ୍ୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ବିଜେପି ଯେଉଁ ଅଭିଯୋଗ କରିଛି, ତାହା…

ନିର୍ଭୟା ମାମଲାରେ ଦୋଷୀକୁ ଫାଶୀ ଦେବା ପାଇଁ ଇଚ୍ଛୁକ ଶୁଟର ବର୍ତିକା; ରକ୍ତରେ ଲେଖିଲେ ଚିଠି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅନ୍ତର୍ଜାତୀୟ ମହିଳା ଶୁଟର ବର୍ତିକା ସିଂ ଦାବି କରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଏନେଇ ଏକ ରକ୍ତଭିଜା ଚିଠି ଲେଖି ପଠାଇଛନ୍ତି । ଉକ୍ତ ଚିଠିରେ ସେ…

ମାଲକାନଗିରି ଜିଲ୍ଲାରେ ଶିକ୍ଷକ କ୍ଲଷ୍ଟର; ଡିସେମ୍ବର ୧୮ରେ ହେବ ଶିଳାନ୍ୟାସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୮ ତାରିଖରେ ଓଡିଶା ସରକାର ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ନୂତନ ଶିକ୍ଷକ କ୍ଲଷ୍ଟରରେ ପ୍ରଥମ…

ଡିସେମ୍ବରରେ ହେବ ରାଜ୍ୟ ବିଜେପି ସଭାପତି ନିର୍ବାଚନ: ଅରୁଣ ସିଂହ

ଭୁବନେଶ୍ୱର: ଚଳିତ ଡିସେମ୍ବର ମାସରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ବିଜେପି ନେତା ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ରବିବାର ଦିନ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ଦଳରେ କିଏ ରାଜ୍ୟ ବିଜେପି ସଭାପତି ହେବ, ସେନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ…