କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା: କୁଚିପୁଡ଼ି ନୃତ୍ୟରେ ପ୍ରତିଧ୍ବନିତ ହେଉଛି ମୁକ୍ତକାଶ ରଙ୍ଗମଞ୍ଚ
କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା ।
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ…