Latest Odisha News

BREAKING NEWS

ସବୁ ରେକର୍ଡ ଭାଙ୍ଗିଲା ଲର୍ଣ୍ଣର୍ ଲାଇସେନ୍ସ; ୩ ମାସରେ ଆବେଦନ କଲେ ୫.୮୭ ଲକ୍ଷ ଲୋକ !

ଭୁବନେଶ୍ୱର: ଗତ ୩ ମାସରେ ସବୁ ରେକର୍ଡ ଭାଙ୍ଗିଛି ଲାଇସେନ୍ସ ଆବେଦନ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କିପରି ଜନସାଧାରଣ ଲାଇସେନ୍ସ କରିବାକୁ ମନ ବଳେଇଛନ୍ତି ତାର ପରିସଂଖ୍ୟନ ଏବେ ସାମ୍ନାକୁ ଆସିଛି । ରାଜ୍ୟରେ ବର୍ତ୍ତମାନ ନୂଆ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।…

ଜୋରଦାର୍ ହେଉଛି ନିର୍ବାଚନ ପ୍ରଚାର; ଅମିତ ଶାହ ଓ ରାହୁଲ ଗାନ୍ଧୀଙ୍କ ପରସ୍ପରକୁ କଟାକ୍ଷ !

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ ଅବଷିଷ୍ଟ ଆଉ ୪ଟି ପର୍ଯ୍ୟାୟ ମତଦାନ ଲାଗି ସବୁଦଳ ଶାଣିତ ଢଙ୍ଗରେ ପ୍ରଚାର କରିବା ଆରମ୍ଭ କରିଛନ୍ତି । ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…

ବାତିଲ ହେଲା ଖଣି ନିଲାମ ପ୍ରକ୍ରିୟା, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଗତ ଅକ୍ଟୋବରରେ ଖଣି ନିଲାମ ନେଇ ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ କୌଣସି କାରଣବଶତଃ ଉକ୍ତ ନିଲାମ ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଓଡିଶାରେ ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ପ୍ରାୟ ୩ଟି ପର୍ଯ୍ୟାୟରେ ଏକ ବିଜ୍ଞପ୍ତି ଜରିଆରେ…

ମନମୋହୁଛି କୋଣାର୍କ ମହୋତ୍ସବ; ବାଲିନିଜ୍ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ: ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆର ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ଦର୍ଶକଙ୍କୁ ବିମୋହିତ କରିଛି । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ…

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲ ଗାନ୍ଧୀଙ୍କ ଜୋରଦାର୍ ପ୍ରଚାର

ରାଞ୍ଚି: ଆସନ୍ତା ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଚଳିତ ବିଧାନସଭା ନିର୍ବାଚନରେ ୫ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନଭେମ୍ବର ୩୦ ତାରିଖରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହୋଇଛି । ଝାଡ଼ଖଣ୍ଡର ରଘୁବର ଦାସ ସରକାରକୁ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ବିପ୍ଲବୀ, ସେବା,…

ଠାବ ହେଲା ଲ୍ୟାଣ୍ଡର ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସାଟେଲାଇଟ୍ ଠାବ କରିପାରିଛି । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଫଟୋ ଚିତ୍ର ସେୟାର କରିଛି ।…

ଗଣତନ୍ତ୍ରର ତ୍ରାଣକର୍ତ୍ତା ହୋଟେଲ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ମହାରାଷ୍ଟ୍ରରେ ରାତାରାତି ରାଷ୍ଟ୍ରପତି ଶାସନ ହଟାଯାଇ ସକାଳ ସାତଟା ବେଳକୁ ବିଜେପିର ଦେବେନ୍ଦ୍ର ଫଡ଼୍ନାଭିସ୍ ମୂଖ୍ୟମନ୍ତ୍ରୀ ଭାବେ ଓ ଏନ.ସି.ପି.ର ଅଜିତ୍ ପାୱାର ଉପ ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ହଇଚଇ ଖେଳିଗଲା ସାରା…

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’; ଜାଣନ୍ତୁ କେବେଠୁ ହେଉଛି ପାଳିତ

ଭୁବନେଶ୍ୱର: ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୦୩ ରିଖ ମଙ୍ଗଳବାର ବିଛା ୧୭ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…