ସିଲ୍ ହେଲା ପୁରୀର ପଞ୍ଜାବୀ ମଠ
ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ସିଲ୍ କରିଛି ।
ମିଳିଥିବା ସୂଚନା ଅନୁସାରେ, ଏହି ମଠରେ ନିଶା କାରବାର ହେଉଥିବା ଦର୍ଶାଇ ପୋଲିସ ଏହାକୁ ସିଲ୍ କରିଛି। ଗତରାତିରେ ଏହି ମଠର ଏକ ପ୍ରକୋଷ୍ଠରୁ ବିପୁଳ ପରିମାଣରେ କରେକ୍ସ୍…