ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବ ‘ବିଶ୍ୱକପ ହକି’ !
ଭୁବନେଶ୍ୱର: ଓଡ଼ିଶା ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିବା ପରେ ଏବେ ପୁଣିଥରେ ରାଜ୍ୟକୁ ହକି ବିଶ୍ୱକପ ଆୟୋଜନ କରିବାର ସୁଯୋଗ ମିଳିଛି ।
ଆଗାମୀ ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟଓଡ଼ିଶାରେ ହେବ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ଏକ ବଡ଼ ଘୋଷଣା…