Latest Odisha News

BREAKING NEWS

ଓଡ଼ିଆ ଘରର ମାଣବସା ଗୁରୁବାର ସହ ଜଡିତ କିମ୍ବଦନ୍ତୀ ଓ ପୂଜାବିଧି ସମ୍ପର୍କରେ ଜାଣନ୍ତୁ..

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୧୧-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୨୧ ରିଖ ଗୁରୁବାର ବିଛା ୦୫ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ନବମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର୍ର…

ଆଇପିଏସ ଅଭୟ ନୂଆ ଡ଼ିଜିପି ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଓଡ଼ିଶା ଡ଼ିଜିପି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ଥିବା ବି କେ ଶର୍ମାଙ୍କ ବଦଳରେ ବରିଷ୍ଠ ଆଇପିଏସ ଅଭୟ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ୧୯୮୬ ମସିହା ବ୍ୟାଚର ଆଇପିଏସ ଅଧିକାରୀ ଅଭୟ ବର୍ତ୍ତମାନ…

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ଖୁବଶିଘ୍ର ସ୍ଥାନ ନିରୁପଣ ହେବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଭୁବନେଶ୍ୱର ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ସ୍ଥାନ ନିରୁପଣ କାର୍ଯ୍ୟ ଚାଲିଥିବା ନେଇ ବୁଧବାର ଦିନ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଏବଂ ପ୍ରସନ୍ନ…

ଡ଼ିସେମ୍ବର ୨ରୁ କଟକରେ ଅନୁଷ୍ଠିତ ହେବ ‘ ବିଗ୍ ବାଉଟ୍ ଇଣ୍ଡିଆନ୍ ବକ୍ସିଂ ଲିଗ୍’

କଟକ: ପ୍ରଥମଥର ଲାଗି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଗ୍ ବାଉଟ୍ ଇଣ୍ଡିଆନ ବକ୍ସିଂ ଲିଗ । ଏହି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଇତିମଧ୍ୟରେ ଇଣ୍ଡିଆନ ବକ୍ସିଂ ଫେଡ଼େରେସନ ପକ୍ଷରୁ ଏକ ଟିମ୍…

ପାରାଦ୍ୱୀପ ବନ୍ଦରରେ ଭାରତୀୟ ଯୁଦ୍ଧଜାହାଜ; ନଭେମ୍ବର ୨୪ ଓ ୨୫ରେ ଦେଖିପାରିବେ ସର୍ବସାଧାରଣ !

ପାରାଦ୍ୱୀପ: ଭାରତୀୟ ନୌସେନାକୁ ବିଭିନ୍ନ ସମୟରେ ଗୌରବାନ୍ୱିତ କରିଥିବା ଦୁଇଟି ରଣତରୀ ବା ଯୁଦ୍ଧଜାହାଜ ଏବେ ପାରାଦ୍ୱୀପ ବନ୍ଦରରେ । ଯେଉଁ ଦୁଇଟି ଯୁଦ୍ଧଜାହାଜ ମାଧ୍ୟମରେ ପୂର୍ବରୁ ଭାରତ ପାକିସ୍ତାନକୁ ଆକ୍ରମଣ କରି ପରାସ୍ତ କରିପାରିଥିଲା ସେହି ଯୁଦ୍ଧ ଜାହାଜ ହେଉଛି ଆଇଏନଏସ ଐରାବତ ଏବଂ…

ଗୃହରେ ବିଜେଡ଼ି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ଗୃହରେ ବିଜେଡ଼ିର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପରାମର୍ଶ ଦେବା ସହିତ ଅବଗତ କରିଥିଲେ । ଧାନବିକ୍ରୀକୁ ନେଇ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ସବୁ…

ଚାଷୀଙ୍କ ଧାନବିକ୍ରୀ ଲାଗି ଅନଲାଇନ୍ ଟୋକେନ୍ ବ୍ୟବସ୍ଥା ରହିବ: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଟୋକେନ୍ ଉଚ୍ଛେଦ ଲାଗି ଧାନଚାଷୀଙ୍କ ଆନ୍ଦୋଳନ ତେଜୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଅନଲାଇନ ଟୋକେନ୍ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । “ମୁଁ ଗତକାଲି ବିଧାନସଭାର ସଦସ୍ୟମାନଙ୍କୁ ତଥା ଗଣମାଧ୍ୟମର ପ୍ରତିନିଧିଙ୍କୁ…

ଓଡିଶାର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀର ପ୍ରାୟ ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଚିହ୍ନଟ କରାଯାଇଛି । ଏସମ୍ପର୍କରେ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଙ୍ଗଲ ଓ…

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଏକ ଜାତୀୟ ସମସ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ବୃଦ୍ଧି ଘଟିବା ଏକ ଜାତୀୟ ସମସ୍ୟା ବୋଲି ବୁଧବାର ଦିନ ବିଧାନସଭାରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ । ଓଡିଶାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ତୈଳ ଦ୍ରବ୍ୟ, ଆଳୁ ଓ ପିଆଜି ଭଳି…