ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ
ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି ।
ଭୋଡାଫୋନ-ଆଇଡିଆ ଓ ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ…