Latest Odisha News

BREAKING NEWS

ଆଜିଠୁ କାର୍ଯ୍ୟରେ ଯୋଗଦେବେ ‘ହାଇକୋର୍ଟ ବାର୍ ଆସୋସିଏସନ୍’ ଆଇନଜୀବୀ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦୀର୍ଘଦିନ ଧରି ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହେବାପରେ ଆଜିଠାରୁ କାର୍ଯ୍ୟରେ ଯୋଗଦେବାକୁ ଯାଉଛନ୍ତି ଆଇନଜୀବୀମାନେ । ଅଧିକ ପଢନ୍ତୁ: ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍’ ଆନ୍ଦୋଳନ…

ଦିଲ୍ଲୀରେ ଅସମ୍ଭାଳ ପ୍ରଦୂଷଣ: ଆଜିଠୁ ଅଡ୍-ଇଭନ୍ ନିୟମ ଲାଗୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅସମ୍ଭାଳ ହୋଇଥିବା ବେଳେ ସୋମବାର ଠାରୁ ଅଡ୍-ଇଭନ୍ ଗାଡି ଚଳାଚଳ ହେବା ନେଇ କେଜ୍ରିୱାଲ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଟ୍ରାଫି୍ ପୋଲିସ ସଜାଗ ହୋଇ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା୦୪ ରିଖ ସୋମବାର ତୁଳା ୧୮ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-:…

ଉନ୍ମୋଚିତ ହେଲା ‘୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍-୨୦୨୦’ ଲୋଗୋ

ନୂଆଦିଲ୍ଲୀ:୨୦୨୦ ଫିପା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଆସନ୍ତା ବର୍ଷ ନଭେମ୍ବର ୨ ତାରିଖରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ୧୭ବର୍ଷରୁ କମ୍ ମହିଳା ଫିପା ବିଶ୍ୱକପ୍-୨୦୨୦ର “ଲୋଗୋ” ର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ମୁମ୍ବାଇର ପ୍ରସିଦ୍ଧ ଗେଟ୍- ୱେ-ଅଫ୍…

ଯାଜପୁର ପିଇଓ ମୃତ୍ୟୁ ଘଟଣା: ବିଜେପି ଫାର୍ସ କରୁଛି ବୋଲି କହିଲା ବିଜେଡ଼ି

ଭୁବନେଶ୍ୱର: ଯାଜପୁର ପିଇଓ ସ୍ମୃତିରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ବିଜେପି ଶାସକ ବିଜେଡ଼ି ବିରୋଧରେ ରବିବାର ଦିନ ଦୋଷାରୋପ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛି । ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ମଧ୍ୟ ଦାବି କରିଛି । ଏସମ୍ପର୍କରେ…

ପ୍ରଥମ ଟି-୨୦ ମ୍ୟାଚ: ଭାରତକୁ ୭ ୱିକେଟରେ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ବାଂଲାଦେଶ ୭ ୱିକେଟରେ ବିଜୟ ହାସଲ କରିଛି । That's that from Delhi. Bangladesh win the 1st T20I by 7 wickets and go 1-0 up in the 3-match…

ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ: ତୃତୀୟ ସଂସ୍କରଣ ଡିସେମ୍ବର ୪ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ତୃତୀୟ ସଂସ୍କରଣ ଆସନ୍ତା ଡିସେମ୍ବର ୦୪ରୁ ୦୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍ବ ଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଟେନିସ୍ ଜିଷ୍ଟ୍ରୀ, ୟୁଏସ୍ଏ, ଅଖିଳ…

ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା; ୪ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକରେ ରବିବାର ଘଟିଥିବା ସିରିଜ ଦୁର୍ଘଟଣାରେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ମିଳିଥିବା ସୂତ୍ରରୁ ପ୍ରକାଶ, ଏକ ବୋଲେରୋ ଗାଡି ଗୋଟିଏ ସ୍କୋର୍ପିଓକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଗୋଟିଏ ବାଇକ, ସ୍କୁଟି ଓ  ରିକ୍ସାକୁ ଧକ୍କା…

ବାଣ ବୋଝେଇ ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କାଳୀପୂଜା ବିସର୍ଜନ ସମାରୋହ ଅବସରରେ ଏକ ବାଣ ବୋଝେଇ ମିନି ଟ୍ରକରେ କୌଣସି କାରଣବଶତଃ ନିଆଁ ଲାଗିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ହେମସୁରପଡା ସ୍ଥିତ ଡିଆଇସି ଛକ ନିକଟରେ ବିସର୍ଜନ ସମାରୋହରେ…

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ‘ଘର ବାହୁଡ଼ା’ ମୋ ସାଙ୍ଗେ ଲାଗନାରେ ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ କିଛିକୁ ହୁଏତ କେହି କେହି କେହି…