ଏଥର ସାଇକେଲରେ ବୁଲନ୍ତୁ ବାଲିଯାତ୍ରା !
କଟକ: ବାଲିଯାତ୍ରା ବୁଲିବା ପାଇଁ ଇଚ୍ଛା ଥାଇ ମଧ୍ୟ ଚାଲିଚାଲି ବୁଲିବାକୁ ପଡେ ବୋଲି କିଛି ଲୋକ ମନ ମାରି ଦିଅନ୍ତି । ତେବେ ଚଳିତଥର ବାଲିଯାତ୍ରାରେ ଆପଣଙ୍କ ଏହି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜାଣି ରଖନ୍ତୁ । ଆପଣ ବାଲିଯାତ୍ରା ବି ବୁଲିବେ ଆଉ ଥକିବେ ମଧ୍ୟ ନାହିଁ । ଏଥର ଯାତ୍ରାରେ…