୩ ସହକାରୀ ସରକାରୀ ଓକିଲଙ୍କୁ ବହିଷ୍କାର କଲେ ଓଡିଶା ସରକାର
ଭୁବନେଶ୍ବର: ଓଡିଶା ସରକାର ଗୁରୁବାର ଦିନ ୩ ଜଣ ସହକାରୀ ସରକାରୀ ଓକିଲଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।
ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର ଓ ବଂଶୀଧର ଦାସ।
ଏନେଇ ଆଇନ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି।