ପେଟର ଚର୍ବି କମାଇବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ !
ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଉଛି। ପେଟରେ ଚର୍ବି ବଢ଼ିବା ସମସ୍ୟା ଆଜିର ପିଢ଼ିର ମୁଖ୍ୟ ସମସ୍ୟା ଭାବେ ଆଗକୁ ଆସିଛି । ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ ଚିନ୍ତିତ ରହିଛନ୍ତି ତେବେ ଏହି ଯୋଗ ଆସନକୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ବହୁତ…