ପତ୍ନୀଙ୍କ ସହ ଝଗଡା ପରେ କାଠଯୋଡିକୁ ଡେଇଁ ପଡିଲେ ଯୁବକ
କଟକ: ନିଜ ଧର୍ମପତ୍ନୀଙ୍କ ସହ ଝଗଡା କରିବା ପରେ ଜଣେ ଯୁବକ ବୁଧବାର ଦିନ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି ।
ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଜଗଦାନନ୍ଦ ଏକ ବାଇକରେ ପତ୍ନୀ ଓ ଛୁଆ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ…