ପାହାଡ଼ରେ ପିଟିହେଲା ଭାରତୀୟ ସେନାର ଚିତା ହେଲିକପ୍ଟର; ୨ ପାଇଲଟ ମୃତ
ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚିତା ହେଲିକାପ୍ଟର ଶୁକ୍ରବାର ଦିନ ଭୁଟାନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନା ଓ ରୟାଲ ଭୁଟାନ ଆର୍ମିର ଜଣେ ପାଇଲଟ ନିହତ ହୋଇଥିବା ସୂଚନା ମିଳିଛି ।
ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦଙ୍କ କହିବା ଅନୁଯାୟୀ,…