ନିୟମିତ ପିଅନ୍ତୁ ପଇଡ଼ ପାଣି, ଦୂରେଇ ରହିବ ଏହିସବୁ ରୋଗ !
ଭୁବନେଶ୍ୱର: ପଇଡ଼ ପାଣି ପାଟିକୁ ଯେତିକି ମିଠା, ଦେହ ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଭାରି ରହିଥାଏ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ ।
ପଇଡ଼ ପାଣିର ନିୟମିତ ପିଇଲେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ ଏଥିରେ…