ସର୍ପାଘାତରେ ୬ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ସର୍ପାଘାତ ଯୋଗୁଁ ଓଡ଼ିଶାର ଅନୁଗୁଳ, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗ୍ରାମର ଦୁଇ ଭଉଣୀ ସୁଜାତା ସାହୁ (୧୧) ଏବଂ ରୋଜାଲିନ୍ ସାହୁ (୧୩)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଦୁଇ…