ଓଡ଼ିଶା କଂଗ୍ରେସରେ ଖୋଲାଖୋଲି ବିଦ୍ରୋହ: ଦଳ ବିକ୍ରି ହୋଇଯାଇଥିବା ନେଇ ନିରଞ୍ଜନଙ୍କୁ ଆକ୍ଷେପ
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖାଯାଇଛି । ଦଳମଧ୍ୟରେ ରହିଥିବା ଅନ୍ତନ୍ଦ୍ୱନ୍ଦ୍ୱ ଏବେ ଚରମସୀମାରେ । ଦଳର ଛାତ୍ର କଂଗ୍ରେସ ୱିଙ୍ଗ୍ (ଏନଏସୟୁଆଇ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଅବକ୍ଷୟ ପାଇଁ ଆକ୍ଷେପ…