କଂଗ୍ରେସରେ ଅଛନ୍ତି କିଛି ଖଳନାୟକ; କହିଲେ ଅମର ପ୍ରଧାନ
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅମର ପ୍ରଧାନ ଶନିବାର ଦିନ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସରେ କିଛି ବରିଷ୍ଠ ନେତା ଖଳନାୟକର ଭୁମିକା ତୁଲାଉଛନ୍ତି ।
“ଦଳର ଏହି ଖଳନାୟକମାନେ ଶାସକ ଦଳକୁ ହାତ ବାରିସି କରି ନିଜ ଦଳରୁ କିଛି ନେତାଙ୍କୁ ଗିରଫ କରିବାରେ ସହଯୋଗ…