ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ୨ ଗିରଫ
ବ୍ରହ୍ମପୁର: ଜଣେ ନାବାଳିକା ଛାତ୍ରୀର ଅଶ୍ଳୀଳ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ପ୍ରଚାର କରିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି ।
ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ସଦର ପୋଲିସ ।
BREAKING NEWS