Latest Odisha News

BREAKING NEWS

ସର୍ବସମ୍ମୁଖରେ ସଲମାନଙ୍କ ଠାରୁ ମାଡ଼ ଖାଇଛନ୍ତି ବଲିଉଡର ଏହିସବୁ ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ରାଗ ବାବଦରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ମାଲୁମ ଥିବ। ସଲମାନଙ୍କୁ ଦର୍ଶକେ ଦବଙ୍ଗ ଖାନ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ଏଭଳି ନାମକରଣ ପଛରେ ମଧ୍ୟ ରହିଛି ବିଶେଷ ତାତ୍ପର୍ଯ୍ୟ । ବଲିଉଡର ଅନେକ ନ୍ୟୁକମର କଳାକାରଙ୍କ ପାଇଁ…

 ଅନେକ ରୋଗର ଉପଚାର ଅଧାକପ ଥଣ୍ଡା କ୍ଷୀର

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଖାଦ୍ୟପେୟ ଉପରେ କେହି ଗୁରୁତ୍ୱାରୋପ କରୁନାହାନ୍ତି । ଯାହାଦ୍ୱାରା ଜନ୍ମ ନେଉଛି ନାନାଦି ପ୍ରକାରର ରୋଗ । ଯେଉଁଥିରେ ମଣିଷ ପ୍ରତ୍ୟେକ ଦିନ ଘାଣ୍ଟି ହେଉଥିଲେ ମଧ୍ୟ ଏହାର ସମାଧାନ ପାଉନାହିଁ । କିଛି ରୋଗ ସମସ୍ୟାର ଉପଚାର ଆମ ଚାରିପାଖରେ ରହିଥିଲେ…

ଓଡ଼ିଶା ସରକାର ଦୁର୍ନୀତି ଲାଗି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ସେହିପରି ଦୁର୍ନୀତି ଅଭିଯୋଗରେ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଛନ୍ତି ସରକାର । ଦୁର୍ନୀତି ଶୂନ୍ୟ ନୀତି ଆପଣେଇ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୧ ରିଖ ରବିବାର ସିଂହ ୧୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ପୂର୍ବାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ…

ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ କପୁର

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ସୋନମ କପୁର ସେପ୍ଟେମ୍ବର ୨ରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି । ସେ ଏହି ଅବସରରେ ଏକ ଜୁଏଲାରୀ ଶୋ’ରୁମର ଉଦଘାଟନ୍ କରିବେ । ସୋନମ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିବାକୁ ଥିବାବେଳେ ଏହାକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା…

ବାସ୍ତୁ ଅନୁସାରେ ଲଗାନ୍ତୁ ଘରେ ପିତୃପୁରୁଷଙ୍କ ଫଟୋ

ଭୁବନେଶ୍ୱର: କଥାରେ ଅଛି ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନଥାଏ । ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପୁତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବାସ୍ତୁଶାସ୍ତ୍ର…

ରେଳବାଇ ସୁରକ୍ଷାବଳ ଦ୍ୱାରା ଦୁଇଟି ବଡ ସଫଳତା

ଭୁବନେଶ୍ୱର: ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ବଲାଙ୍ଗୀର ଷ୍ଟେସନ ରୁ ଉଦ୍ଧାର କରିବା ସହିତ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି I ବଲାଙ୍ଗୀର ଷ୍ଟେସନ ଠାରେ…

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ । ଗଣମାଧ୍ୟମରେ ପ୍ରକାଶିତ…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…