କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୨ ଶ୍ରମିକ ମୃତ
ମୁମ୍ବାଇ: ମହାରାଷ୍ଟ୍ରର ଧୁଲେଠାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶନିବାର ଦିନ ଭୟାବହ ବିସ୍ଫୋରଣ ଘଟି ୧୨ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି ଏବଂ ଏହି ଘଟଣାରେ ୫୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।
ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି…