Latest Odisha News

BREAKING NEWS

ଜାଣନ୍ତୁ ବଲିଉଡର ସମଲିଙ୍ଗୀ ସେଲିବ୍ରେଟିଙ୍କ ସମ୍ପର୍କରେ

ମୁମ୍ବାଇ: ସମ୍ବିଧାନରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ମିଳିବା ପରେ ଗେ’, ଲେସ୍‌ବିୟାନ ଭଳି ଶବ୍ଦ ଏବେ ସାଧାରାଣ ହୋଇଗଲାଣି । ଏହି ସମ୍ପର୍କକୁ ଆଉ କେହି ଛୋଟ ନଜରରେ ଦେଖୁ ନାହାନ୍ତି । ଜଣେ ପୁରୁଷ ଆଉ ଜଣେ ପୁରୁଷ ସହ ସମ୍ବନ୍ଧ ରଖିବା ବା ଜଣେ ନାରୀ ଆଉ ଜଣେ ନାରୀ ସହ ସମ୍ବନ୍ଧ ରଖିବା…

ଆସନ୍ତାକାଲିଠୁଁ ବିଡିଏସ୍ ଓ ଏମବିବିଏସ୍ ସିଟ୍ ଲାଗି ସ୍ପଟ୍ କାଉନସିଲିଂ

ଭୁବନେଶ୍ୱର: ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଖାଲିଥିବା ୧୦ଟି ବିଡିଏସ୍ ଓ ଏମବିବିଏସ୍ ସିଟ୍ ଲାଗି ଶୁକ୍ରବାର ଦିନ ଠାରୁ ସ୍ପଟ୍ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସେଲ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମେଡିକାଲ୍…

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ…

ପୁରୀରେ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ଥିବା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ବହୁ ପୁରାତନ ଚାରି ମହଲା ବିଶିଷ୍ଟ ଏମାର ମଠକୁ…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଜଳଭଣ୍ଡାରର ୩ଟି ଗେଟକୁ ବନ୍ଦ କରିଦେଇଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଆହୁରି ଅନେକ ଗେଟକୁ ବନ୍ଦ କରାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର…

ଭଦ୍ରକରେ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଅନେକ ବ୍ଲକ୍ ଓ ପଞ୍ଚାୟତକୁ ଚଳାଚଳ କରୁଥିବା ଛୋଟଛୋଟ ଗାଡି ଗୁଡିକୁ ବିରୋଧ କରି ଭଦ୍ରକ ଘରୋଇ ବସ୍ ମାଲିକ ସଂଘ ସିଣ୍ଡିକେଟ୍ ପକ୍ଷରୁ ଗୁରୁବାର ଦିନ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ସଂଘର ସିଣ୍ଡିକେଟ୍ ସଦସ୍ୟ କହିଛନ୍ତି ଯେ, ଜିଲ୍ଲାର…

ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର…

ମାନସ ମଙ୍ଗରାଜ ହେଲେ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା

ଭୁବନେଶ୍ୱର: ଦୀର୍ଘ ଦିନ ହେବ ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସମ୍ପର୍କ) ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ବିଜେଡି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୯ ରିଖ ଗୁରୁବାର ସିଂହ ୧୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର…