ଗିରଫ ହେବାନେଇ ଅଡୁଆରେ ଚିଦାମ୍ବରମ୍, ଆଗୁଆ ଜାମିନ୍ ଆବେଦନ ଖାରଜ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡୁଆ ଏବେ ବଢିବାରେ ଲାଗିଛି । ଦେଶର ଚର୍ଚ୍ଚିତ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଥିବା ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।…