Latest Odisha News

ଲଗାଣ ବର୍ଷାଯୋଗୁଁ ରେଳ ଟ୍ରାକ୍ ମରାମତି କାର୍ଯ୍ୟରେ ବିଳମ୍ବ

ରାୟଗଡା: ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଯାହାଫଳରେ ରାୟଗଡା-ଟିଟଲାଗଡରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଏହି ବନ୍ୟା ଜଳ ପ୍ରବାହିତ…

ସୁଷମା ସ୍ୱରାଜଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି । ଯାହା ଫଳରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । https://twitter.com/Naveen_Odisha/status/1158920783961309184?s=08…

ଗଞ୍ଜାମରେ ସ୍ଥିତି ବେହାଲ, ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବୁଧବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଭୁବନେଶ୍ୱର ସମେତ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି,…

ପ୍ରବଳ ବର୍ଷାରେ ରେଲୱେ ଟ୍ରାକ୍ କ୍ଷତିଗ୍ରସ୍ତ, ଟ୍ରେନ ବାତିଲ୍

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏହାର ପ୍ରଭାବରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ…

ଜହ୍ନରାତି

ଜହ୍ନରାତି ଶ୍ରୁତିଶିଖା ମହାପାତ୍ର ଜହ୍ନ ଆସିବାର ଖବର କେମିତି କେଜାଣି ମୋ ପାଖରେ ପହଂଚିଯାଏ ରାତିର ଆଡମ୍ବର ସହିତ ଗୋଲ ଜହ୍ନ ଆସେ, ମୁଁ ନିରବରେ ମୋ ଆସ୍ଥାନ ଖୋଜିଲାବେଳେ ଓଃ... ମୋ ଚାରିପଟେ କେତେ କୋଳାହଳ, ଜହ୍ନରାତିକୁ ଦେଖି ଛାତିକୁ ଓହ୍ଲାଇ ଆଣେ ସାଇତିଥିବା…

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । PM Modi: A glorious chapter in Indian politics comes to an end. India grieves the demise of…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୭-୦୮-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୭ ରିଖ ବୁଧବାର କର୍କଟ ୨୨ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଆଜି: ତାଳ ଓ ନଡିଆ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କ’ଣ ପାଇଁ ଚର୍ଚ୍ଚାରେ ଏହି ଲଦାଖି ସାଂସଦ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ମଙ୍ଗଳବାର ଦିନ ଗୃହୀତ ହେଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲଟିକୁ ସକାଳେ ଗୃହରେ ଆଗତ କରିବାପରେ ଆରମ୍ଭ ହୋଇଥିଲା ଧାରା ୩୭୦କୁ ନେଇ ଗରମାଗରମ ଆଲୋଚନା । ଆଲୋଚନାରେ ଭାଗନେଇ କିଛି ମିନିଟ ମଧ୍ୟରେ ସମଗ୍ର ଦେଶରେ…

 ବୁଲି ଯାଆନ୍ତୁ ଫୁଲର ସହର କୁନ୍ନୁର

ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କେଉଁଆଡେ ବୁଲି ଯିବାକୁ ଭାବୁଛନ୍ତି, ତାହେଲେ କୌଣସି ନା କୌଣସି ହିଲ ଷ୍ଟେସନ କଥା ଆପଣଙ୍କ ମନକୁ ନିଶ୍ଚିତ ଆସୁଥିବ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହିଲ ଷ୍ଟେସନ ବିଷୟରେ କହିବୁ ଯେଉଁଠି ପ୍ରକୃତି ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି…