Latest Odisha News

ପୋଲିସଙ୍କ ସୁରକ୍ଷା ଦାବିକରି ରାଜ୍ୟ ପୋଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

କଟକ: ରାଜ୍ୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରି ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ । ରାଜ୍ୟ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରିଥିଲେ । ଫଳସ୍ୱରୁପ ତାଙ୍କୁ ପଦବୀରୁ…

ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ଦିନ ନେତ୍ରାବତୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ‘ଆମ ରସଗୋଲା’…

ଭୁବନେଶ୍ୱର: ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ରାଜଧାନୀସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ’ କାର୍ଯ୍ୟାଳୟ ପରିସରରେ ଶିଳ୍ପୀ ସୁବଳ ମହାରଣାଙ୍କ ଓଡ଼ିଶା ରସଗୋଲାକୁ ନେଇ ପ୍ରକାଣ୍ଡ ବାଲୁକାକଳା ‘ଆମ ରସଗୋଲା’ ।

ପାସ୍ ହେଲା ‘ତିନି ତଲାକ୍’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ…

ସୋଆରେ ସିଆଇଆଇ ସମ୍ମିଳନୀ: ମାନବ ସମ୍ବଳର ଭୂମିକା ନେଇ ଆଲୋଚନା

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାର ଭୂମିକା ବୌଦ୍ଧିକ ପରିଚାଳନା ଠାରୁ ପରିବର୍ଦ୍ଧିତ ହୋଇ ସମୂହ କାର୍ଯ୍ୟ ପରିଚାଳନା ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୂଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି । ସୋଆରେ କନ୍ଫେଡେରେସନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୩୧-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୩୧ ରିଖ ବୁଧବାର କର୍କଟ ୧୫ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୦ଘ ୦୯ ମିନିଟ୍ ପର‌୍ୟ୍ୟନ୍ତ…

ଓଡ଼ିଶାର ହୃଦୟ ଜିଣିଲେ ୮୫ ବର୍ଷୀୟା ସଖୁବାଇ…

ପୁରୀ: ପୁରୀ ବେଳାଭୂମିରେ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟା ବୃଦ୍ଧା ଓଡ଼ିଶା ଜନସାଧାରଣଙ୍କ ମନ ଜିଣିନେଇଛନ୍ତି । ମହାରାଷ୍ଟ୍ରର ୮୫ ବର୍ଷୀୟା ସ୍ୱେଚ୍ଛାସେବୀ ହେଲେ ସଖୁବାଇ ଦେଶମୁଖ । ସେ ଜୁଲାଇ ୨୬ ଏବଂ ୨୭ ତାରିଖରେ ପୁରୀ…

ଜଗା-କାଳିଆ ଓଡ଼ିଶା ଫେରିବାରେ କାହିଁକି ବିଳମ୍ବ ? ଜାଣନ୍ତୁ କ’ଣ କହିଲେ ତାଙ୍କ ବାପା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଅଲଗା ହେବା ପରେ ଏବେ ଓଡ଼ିଶା ଫେରିବା ପ୍ରସଙ୍ଗକୁ ନେଇ ସେମାନଙ୍କର ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମଙ୍ଗଳବାର ଦିନ ଭୂୟାଁ କହଁର କହିଛନ୍ତି ଯେ, ସେ ଏବେ ସେମାନଙ୍କର…

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏବେ ପୁଣି ମିଳିବ ‘ଟଙ୍କ ତୋରାଣୀ’

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରରେ ଭକ୍ତମାନେ ଖୁବଶୀଘ୍ର ପାଇପାରିବ ମହାପ୍ରଭୁଙ୍କ ‘ଟଙ୍କ ତୋରାଣୀ’ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର କାର୍ଯ୍ୟକାରୀ ବୈଠକରେ ସୋମବାର ଦିନ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବିଶେଷତଃ ମନ୍ଦିର ପ୍ରଶାସନ ୨୦୧୭…

ରାଜ୍ୟସଭାରେ ତିନି ତଲାକ୍ ବିଲକୁ ବିଜେଡି ଦେବ ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ କେନ୍ଦ୍ରସରକାର ଆଜି ଏହି ବିଧେୟକ ଆଣିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ । ଏନେଇ ଦଳର…