Latest Odisha News

BREAKING NEWS

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଦ୍ୱିତୀୟ ‘ସିକନ୍ଦର ଆଲାମ ସ୍ମୃତି ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସିକନ୍ଦର ଆଲାମ୍ ସ୍ମୁତି ପୁରସ୍କାର ପ୍ରଦାନ କରିଛନ୍ତି । ରାଜଧାନୀସ୍ଥିତ ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ପ୍ରବଳ ବର୍ଷା ଯୋଗୁଁ ପାଣିରେ ବୁଡିଲା ରେଳଟ୍ରାକ୍, ଟ୍ରେନ୍ ଭିତରେ ଫସିରହିଛନ୍ତି ୨୦୦୦ରୁ ଅଧିକ ଯାତ୍ରୀ

ମୁମ୍ବାଇ: ମୁମ୍ବାଇରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ଅନେକ ବିମାନ ଯାତ୍ରା ବାତିଲ ହେବାସହ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏହି ଲଗାଣ ବର୍ଷା ଯୋଗୁଁ ବଦଲାପୁର ଓ ବଙ୍ଗାନୀ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନରେ ପାଣି ଜମି…

ଖୁବଶିଘ୍ର ଭାରତକୁ ଆସୁଛି ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ଫୋନ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିବା ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ମୋବାଇଲ୍ ଫୋନ୍ ଋଷିଆରେ ଲଞ୍ଚ୍ ହୋଇଥିବା ବେଳେ ଅଗଷ୍ଟ ୨ତାରିଖରେ ଏହାର ବିକ୍ରି ଆରମ୍ଭ ହେବ । ଭାରତରେ ଗତମାସ ଏହା ଲଞ୍ଚ୍ ହୋଇଥିଲେ ମଧ୍ୟ ବିକ୍ରି ଆରମ୍ଭ ହୋଇପାରିନାହିଁ । ଭାରତରେ କେଉଁ ମାସ କେଉଁ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ହଳଦିଆ ୱାର୍ଣ୍ଣିଂ…

ପରାଜୟ ପରେ କ’ଣ କରିବେ ବିଜୟ !

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନ ସରିଯାଇଛି, ମାତ୍ର ଏବେ କ’ଣ ହେବ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ? ଏହି ପ୍ରବୀଣ ରାଜନେତାଙ୍କ କ୍ୟାରିୟରରେ ଜବନୀକା ପଡ଼ିଯିବ? ନା, ଏହି ଧୂରନ୍ଧର ରାଜନୀତିଜ୍ଞଙ୍କ ପୁନର୍ବାର ଅଭ୍ୟୁଦୟ ଘଟିବ? ପରାଜୟ ପରେ ବିଜୟଙ୍କୁ ନେଇ ଏବେ…

ଦିନ ୧୨ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, ଭୁବନେଶ୍ୱର,…

ଅନୁଗୁଳରେ ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଖନ୍ଦାନାଳୀ ନିକଟରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କୁନା ବେହେରା ଏବଂ ସେ ପିପିଲବାହାଳ ଗ୍ରାମର ବାସନ୍ଦ ବୋଲି ଜଣାପଡିଛି । ମିଳିଥିବା…

ଜାଣନ୍ତୁ, ରୂପି ସମସ୍ୟାରୁ କିପରି ପାଇବେ ମୁକ୍ତି…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ବେଳେବେଳେ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଏଥିରୁ ବର୍ତ୍ତିବା ଲାଗି କିଛି ଘରୋଇ ଟିପ୍ସ୍…

ଭାରତୀୟ ମହିଳା ହକି ଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଆସନ୍ତା ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ‘ହକି ଇଣ୍ଡିଆ’ ପକ୍ଷରୁ ଶୁକ୍ରବାର ଦିନ ଏକ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି । ଏହି ଦଳରେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ନିକଟରେ ଜାପାନଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୭-୦୭-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୭ ରିଖ ଶନିବାର କର୍କଟ ୧୧ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦଶମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…