Latest Odisha News

BREAKING NEWS

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା ପ୍ରମୀଳା ଶତପଥୀ ରଥାରୁଢ ଜଗନ୍ନାଥ ଏକ ଅଖ୍ୟାତ ପଲ୍ଲୀର ଦ୍ୱିତୀୟା ଆକାଶରେ ଉଇ ଉଠିଲା ପୂର୍ଣ୍ଣମୀର ଚାନ୍ଦ। କଁଅଳ କାନ୍ଦ, ପତ୍ରଦେହରୁ ଝରିପଡିଲା ଆଷାଢର ଠୋପାଠୋପା ସ୍ନେହ, ପାଖ ଗାଁ ପବନ ଦେହରେ ଦୋଳି ଖେଳୁଥିଲା ଶଙ୍ଖହୁଳହୁଳି। ଏପଟେ ନାହିନାଡ, ସେ ପଟେ…

ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ରେଗୁଲାର୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର : ଯୁକ୍ତ ତିନ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ନିୟମିତ ପାଠ୍ୟକ୍ରମ ଧାର୍ଯ୍ୟ ହୋଇଥିବା ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ନିରୂପଣ କରାଯାଇଛି । ବିଭାଗ ପକ୍ଷରୁ ଗୁରୁବାର ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ ପାଇଁ ରେଗୁଲାର କ୍ଲାସ୍…

ରଥ ଯାତ୍ରା

ରଥ ଯାତ୍ରା କେଦାର ମିଶ୍ର ୧ ଦେହ ପରି ଏଇ ଦାଣ୍ଡ ଲମ୍ବିଅଛି କେଉଁ ଦୂର ଆଡପ ମଣ୍ଡପକୁ ଏ ଦେହ ଦେବତା ପରି, କେବେ ଯକ୍ଷ, କେବେ ଋଷି, କେବେ ପୁଣି ଡାକୁ । ଏ ଦେହ ପଥ ଯେତିକି, ରଥ ସେତିକି, ଏ ଦେହର ନାହିଁ ହାତ, ନାହିଁ ପାଦ, ନାହିଁ ମୁଖ-ବୁକୁ ଏ ଦେହର ଯେତେ ପୀଡା, ଯେତେ ବ୍ରୀଡା,…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହିତ ପୁରୀରେ ପାଳିତ ହୋଇଯାଇଛି । ଚଳିତ ଥର ଲାଗି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥର ରଥଟଣା ଦିନ ୪ଟା ରେ…

ଜୀବାଳି

ଜୀବାଳି ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ହଁ, ଯା' କହିଲ ଠିକ୍ ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ, ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍ ସ୍ଵର୍ଗଦ୍ଵାର ଦର୍ଶନ! ତମେ ଠିକ୍ କହିଚ, ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ ଏବେ ଶେଷ ଦେଖା…

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ ପାର୍ଥସାରଥୀ ସାମଲ ୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି…

ରଥଯାତ୍ରାରୁ ବାହୁଡା: ଜାଣନ୍ତୁ, ପୁରୀର ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡକଡା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଧିରେଧିରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ପାଟକୁରା ବିଧାନସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଜୁଲାଇ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନା ଅନୁଯାୟୀ ଜୁଲାଇ ୨୪ରେ ଭୋଟ୍…