Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ, ୪ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହକୁ ଦୃଷ୍ଟିରେ ରଖି ପାଣିପାଗ…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବାପରେ ରବିବାର ଦିନ ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ନକଲି ଶିକ୍ଷକ ଶିକ୍ଷା ଦାନ କରୁଥିବା ନେଇ ଗଣ ମାଧ୍ୟମରେ ପ୍ରକାଶ ହୋଇଥିଲା । ଏନେଇ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣା ପଡିଛି । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ…

ପ୍ରଚଣ୍ଡ ପ୍ରତିଭାବନ୍ତ ଗାୟନାଚାର୍ଯ୍ୟ: ଗାୟକ ରତ୍ନ ଲୋକନାଥ କର

ଭୁବନେଶ୍ୱର: ବାଣପୁର ନିକଟସ୍ଥ ହରିପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲୋକନାଥ । ବାପା ନାରାୟଣ ଶତପଥୀ ଓ ମାଆ ତିଳୋତ୍ତମା ଦେବୀଙ୍କର ଲୋକନାଥ ଥିଲେ ତୃତୀୟ ତଥା କନିଷ୍ଠ ପୁତ୍ର । ପିତୃବ୍ୟ ଶ୍ରୀ ଭଗବାନ କରଙ୍କର ପୋଷ୍ୟପୁତ୍ର ହୋଇଯାଇଥିଲେ ଲୋକନାଥ । ଏହାପରେ…

ବିଶ୍ୱକପ କ୍ରିକେଟ: ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସରେ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟଙ୍କ ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବ । ଦଳର ବୋଲିଂ ବିଭାଗ ମହମ୍ମଦ ସାମି, ଚହଲ, ବୁମରା ଏବଂ କୁଲଦୀପ ଯାଦବଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଇଂଲଣ୍ଡ ଦଳକୁ…

ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ କେଶବ ରାଉତଙ୍କ ରବିବାର ଦିନ ଦେହାନ୍ତ ଘଟିଛି । ସେ ଓଡିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନର ପ୍ରେସିଡେଣ୍ଟ ଭାବେ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ…

ଇଂଲଣ୍ଡ ସହ ଆଜି ଭାରତର ଟକ୍କର୍: ଜିତିଲେ ସେମିଫାଇନାଲ୍, ହାରିଲେ ପାକିସ୍ତାନକୁ କାଳ

ବର୍ମିଂହାମ: କ୍ରିକେଟର ମହାକୁମ୍ଭ ବିଶ୍ୱକପରେ ଆଜି ହେଉଛି ମହାମୁକାବିଲା । ସମଗ୍ର ବିଶ୍ୱର କ୍ରିକେଟପ୍ରେମୀ ଆଜି ଏହି ଜବରଦସ୍ତ ମ୍ୟାଚଟିକୁ ଅପେକ୍ଷା କରି ରହିଛନ୍ତି । କାରଣ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ଫଳାଫଳ ଉପରେ ବିଶ୍ୱକପର ସେମିଫାଇନାଲ୍ ନିର୍ଭର କରୁଛି । ଅଷ୍ଟ୍ରେଲିଆ ୧୪ ପଏଣ୍ଟ…

କାଳବୈଶାଖୀ ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ…

ଗଞ୍ଜାମ: ଦୁର୍ଘଟଣାରେ ଅଧ୍ୟାପକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ବିରୁଲି ଗଡ ଅଞ୍ଚଳରୁ ଆଜି ସକାଳେ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କର ନାମ ଅଶ୍ୱିନ ମିଶ୍ର । ସେ ରମ୍ଭାସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜଣା ପଡିଛି । ମିିଳିଥିବା ସୂଚନା ଅନୁସାରେ ମୃତକଙ୍କ ମୁଣ୍ଡରେ…