Latest Odisha News

BREAKING NEWS

ମାଛ ଖାଇଲେ କେଉଁସବୁ ଫାଇଦା ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଇଁ ମାଛ ଏକ ପ୍ରିୟ ଆଇଟମ।…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ‘ଶାପୋରଜୀ ପାଲୋନଜୀ ଗ୍ରୁପ’ର ୫୧ ଲକ୍ଷ ଟଙ୍କା ଫନୀ ସହାୟତା ପ୍ରଦାନ

ଭୁବନେଶ୍ୱର: ଫନୀ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଶାପୋରଜୀ ପାଲୋନଜୀ ଗ୍ରୁପ ପକ୍ଷରୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ତଥା ସିଇଓ ସନ୍ଦୀପ ଅଗ୍ରୱାଲ ଏବଂ ଶାପୋରଜୀ…

ମିସେସ୍ କୁଇନ୍ ଟାଇଟଲ ହାତେଇଲେ ଓଡିଆ ବୋହୁ

ଭୁବନେଶ୍ୱର: ଦିଲ୍ଲୀରେ ଓଡିଆ ବୋହୁଙ୍କ ସଫଳତା । ଦିଲ୍ଲୀର ଗୁରୁଗ୍ରାମ ଠାରେ ଆୟୋଜିତ ମିସ୍ ଇଣ୍ଡିଆ ହୋମ ମେକର (ଏମ.ଆଇ.ଏଚ.ଏମ) ପ୍ରତିଯୋଗିତାରେ ମିସେସ୍ କୁଇନ ୟୁନିର୍ଭସର ଟାଇଟେଲ ଜିତିଛନ୍ତି ଭୁବନେଶ୍ୱରର ପ୍ରତିମା ପଣ୍ଡା । ଭାରତର ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

କାଳବୈଶାଖୀ ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଆଦି…

ବିଧାୟକଙ୍କ ସ୍ନାନ ମଣ୍ଡପରେ ଚଢିବା ଘଟଣା: ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ନିୟମର ଉଲଙ୍ଘନ କରିବା ଅଭିଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ସୋମବାର ଦିନ ୨ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ସେବାୟତଙ୍କ ମଧ୍ୟରେ ସୋମନାଥ ଖୁଣ୍ଟିଆ ଓ…

ରାଜ୍ୟସଭା ଉପନିର୍ବାଚନ: ଅମର, ସସ୍ମିତ ଓ ଅଶ୍ୱିନୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ଓଡିଶାରୁ ୩ ଜଣ ପ୍ରାର୍ଥୀ ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଧାନସଭା ମିଟିଂ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ୨ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ପତ୍ର…

ଭାରତର ରୟାଲ ଏନଫିଲ୍ଡରକୁ ଟକ୍କର ଦେବ ଆମେରିକାର ହାର୍ଲି-ଡେଭିଡସନ

ଭୁବନେଶ୍ୱର: ଆମେରିକାର ପ୍ରଖ୍ୟାତ ମୋଟରସାଇକେଲ କମ୍ପାନୀ ହାର୍ଲି-ଡେଭିଡସନ୍ ନିକଟରେ ଏକ ବଡ ଘୋଷଣା କରିଛି । କମ୍ପାନୀ ବଜାରକୁ ଛୋଟ ଓ କମ୍ ମୁଲ୍ୟର ୩୩୮ ସିସି ମୋଟରସାଇକେଲ ଆଣିବା ନେଇ ସୂଚନା ଦେଇଛି । ଏନେଇ ଚିନ୍ ର ଏକ ମୋଟରସାଇକେଲ ନିର୍ମାତା ସଂସ୍ଥା ସହ ମିଶି ହାର୍ଲି-ଡେଭିଡସନ୍…

ସାତକୋଶିଆରେ ବିରଳ ପ୍ରଜାତି ହାତୀର ମୃତ୍ୟୁ

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ନିକଟରୁ ସୋମବାର ଦିନ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । https://youtu.be/DsfPzfBvGJg ମୃତ ହାତୀଟି ବିରଳ ମାଖାନା (ଦାନ୍ତ ନଥିବା ଅଣ୍ଡିରା) ହାତୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ହାତୀଟି ଅନେକ ଦିନ ହେଲା ଅସୁସ୍ଥ ରହିବା…

ଶାହିଦଙ୍କ ‘କବୀର ସିଂ’, ୪ଦିନରେ ଆୟ କଲା ୫୦ କୋଟି

ମୁମ୍ବାଇ: ବଡ ପରଦାରେ ଧମାଲ କରୁଛି ନିକଟରେ ରିଲିଜ ହୋଇଥିବା ଶାହିଦଙ୍କ ଅଭିନିତ ‘କବୀର ସିଂ’ । ବକ୍ସ ଅଫିସରେ ହିଟ ହେବା ସହ ଫିଲ୍ମଟି ୪ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରି ପାରିଛି । ଅନେକ ଦିନ ପରେ ଶାହିଦ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏହି ଦମଦାର ଚଳଚ୍ଚିତ୍ରଟି । ଯାହା ଅଳ୍ପ ଦିନରେ…