Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ବାୟୁ’: ଗୁଜୁରାଟରୁ ଟଳିଲା ବାତ୍ୟା ଆଶଙ୍କା, ବଦଳିଲା ଗତିପଥ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ତା’ର ଗତିପଥ ପରିବର୍ତ୍ତନ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ଦିନ ସୂଚନା ମିଳିଛି । ତେବେ ଏହା ଗୁଜୁରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ଥାନ ଓ ଓମାନ୍ ମୁହାଁ ହୋଇଥିବା…

ଅଜାତି

ଅଜାତି ଅମରେଶ ବିଶ୍ୱାଳ । ୧ । ପନ୍ଦର ବର୍ଷର ବ୍ୟବଧାନ ପରେ ହଠାତ ଦିନେ ଭୁବନେଶ୍ୱର ବସଷ୍ଟାଣ୍ଡରେ ଦେଖା ହୋଇଗଲା ପାର୍ବତୀ ଅପା । ସେ ଏକା ନଥିଲା। ସାଙ୍ଗରେ ଥିଲେ ତା ପିଲାମାନେ । ସୁଶାନ୍ତକୁ ଦେଖି କୁରୁଳି ଉଠିଲା ପାର୍ବତୀ ଅପା । ରଙ୍କ ପାଇଲା ପରି କିଛି କ୍ଷଣ କୁଣ୍ଢେଇ ପକାଇଲା ତାକୁ ।…

ନିଆଳି: ଦେଢଶୂରର ଆକ୍ରମଣରେ ଭାଇବୋହୂ ଗୁରୁତର

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଜ ଭାଇବୋହୂକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଟକ ବଡ ମେଡିକାଲରେ ଗୁରୁତର ଆହତ କାଦମ୍ବିନୀ ବାରିକଙ୍କ ଚିକିତ୍ସା ଜାରି ରହିଥିବା…

ଆଜି ନ୍ୟୁଜିଲାଣ୍ଡକୁ ଭେଟୁଛି ଭାରତ, କ୍ରମାଗତ ମ୍ୟାଚ ଜିତିବା ଲକ୍ଷ୍ୟରେ ବିରାଟ କୋହଲୀ

ନଟିଂହାମ: ଇଂଲଣ୍ଡ ଓ ୱେଲ୍ସରେ ଚାଲିଥିବା ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ରୋଚକପୂର୍ଣ୍ଣ ମ୍ୟାଚରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । କେନ୍ ୱିଲିୟମସନଙ୍କ କିୱିଦଳ ଏବଂ ବିରାଟଙ୍କ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଅପରାଜେୟର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୩-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୩ ରିଖ ବୁଧବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ତୁଳା କୁମ୍ଭ ରାଶିର ଘାତ ବାର ଆଜି:…

ବାତ୍ୟା ‘ବାୟୁ’ ପ୍ରଭାବରେ ଓଡ଼ିଶାରେ ମୌସୁମୀ ଆସିବା ବିଳମ୍ବ, ଅସହ୍ୟ ହେଉଛି ତାତି

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ସିଝୁଥିବା ବେଳେ ଆସନ୍ତା ତିନିଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଉତ୍ତାପ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା…

ରଥଯାତ୍ରା ବେଳେ ଏଏସଆଇ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପୁରୀ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ । ଶ୍ରୀମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କୀତ ଏକ ବୈଠକର ସମାପ୍ତି ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ମୁଖ୍ୟ…

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

 ପଲିଟିକସ ଫଲିଟିକସ  ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ ଜ୍ୟୋତି ପ୍ରକାଶ ମହାପାତ୍ର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦରେ ରହିଥିଲା । ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା । କୌଣସି ଠୋସ ପଦକ୍ଷେପ…

ଲୋକସଭାରେ ବିଜେପି ସଚେତକ ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ

ନୂଆଦିଲ୍ଲୀ : ଲୋକସଭାରେ ବିଜେପିର ସଚେତକ ଭାବେ ବରଗଡ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ନିଯୁକ୍ତ ହୋଇଛନ୍ତି । ସେ ଓଡିଶା, ମଣିପୁର ଓ ତେଲେଙ୍ଗାନା ଆଦି ୩ଟି ରାଜ୍ୟର ଦାୟିତ୍ୱରେ ରହିବେ । ଏହାବ୍ୟତୀତ ବୁଧବାର ଦିନ ଗଠିତ ହୋଇଥିବା ବିଜେପିର କାର୍ଯ୍ୟନିବାହୀ କମିଟିରେ…

ନେପାଳରେ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟଣା: କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯିଏକି ନିକଟରେ ପୁରୀ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟି ନେପାଳରେ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି…