Latest Odisha News

BREAKING NEWS

ମହା ଝଡ଼

ମହା ଝଡ଼ ସୁକୁବିନା (ଜାପାନୀ) ସକାଳୁ ସାମାନ୍ୟ ପବନ ବୋହିବା ଆରମ୍ଭ କରିଥିଲା । ତିନିଦିନ ତଳୁ ଖବରକାଗଜ ଟିଭିରେ କହୁଥିଲା ଝଡ଼ ହେବ - ଆଜି ହେବ କାଲି ହେବ କହି କହି ହେଲାନି; ତିନି ଦିନ ବିତିଗଲାଣି । ପବନ ଏ ଦୁଇ ତିନିଦିନ ଯେମିତି ହେଉଥିଲା ପ୍ରାୟ ସେମିତି ବା ଟିକିଏ ବେଶୀ । ଏଣୁ…

ରମା ଦେବୀ

ରମା ଦେବୀ (୧୮୯୯-୧୯୮୫) କ୍ଷେତ୍ର: ସମାଜସେବା (ସ୍ୱାଧୀନତା ସଂଗ୍ରାମ) ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ…

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ (୧୮୯୮-୧୯୮୭) କ୍ଷେତ୍ର: ରାଜନୀତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ,…

ଗୋପୀନାଥ ମହାନ୍ତି

ଗୋପୀନାଥ ମହାନ୍ତି (୧୯୧୪-୧୯୯୧) କ୍ଷେତ୍ର: ଭାଷା-ସାହିତ୍ୟ (ଉପନ୍ୟାସ) ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା । ୨୦ ଏପ୍ରିଲ୍ ୧୯୧୪ରେ…

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର…

ଜାଣନ୍ତୁ, ଭାରତର କେଉଁକେଉଁ ସହର ଓଡିଶାଠୁଁ ବି ଅଧିକ ଉତ୍ତପ୍ତ

ଭୁବନେଶ୍ୱର : ଓଡିଶାରେ ଗ୍ରୀଷ୍ମପ୍ରବାହ ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଉପଡୁଛି । ଏହି ପରିପେକ୍ଷୀରେ ଜାଣନ୍ତୁ ଭାରତର କେଉଁସବୁ ସହରରେ କେବେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜାଣନ୍ତୁ ଖରାଦିନେ ଭାରତରେ କେଉଁସବୁ ସହରରେ ତାପମାତ୍ରା…

କାନ୍ସ ଫିଲ୍ମ ଫେଷ୍ଟିଭାଲ୍: ଚର୍ଚ୍ଚାରେ ଓଡ଼ିଶାର କଳାକାର

ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଭାରତୀୟ ଅଭିନେତ୍ରୀ ଚାଲିବାକୁ ନେଇ ପ୍ରତିଦିନ ଖବରରେ ଶୀର୍ଷକ ମଣ୍ଡନ କରୁଥିବାର ଦେଖାଯାଉଛି । ଓଡ଼ିଆ ବି କମ୍ ନୁହନ୍ତି, ଅନେକ କାରଣରୁ କାନ୍ସରେ ଓଡ଼ିଶାର କଳାକାରମାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି । ଓଡ଼ିଆ…

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ବିଧାନ କରିଛନ୍ତି । ୨୦୧୪ ମସିହା ବଡବଜାର କେସ୍ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ବ୍ରହ୍ମପୁର ଏଡିଜି-୧ ସଞ୍ଜୟ ସାହୁ ଶୁଣାଇଛନ୍ତି। ଏହି…

ନୂଆପଡାରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶନିବାର ଦିନ ଜଣେ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ପର୍ଶୁରାମ ମାଝି ଓରଫ୍ ମଣ୍ଟୁ ବୋଲି ଜଣାପଡିଛି। ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “ ମୈନପୁର- ନୂଆପଡା…

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…