Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ରବିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଅଭିନେତା ସଲିଳ ମିତ୍ର ଏକ ଗାଡି ଯୋଗେ କଟକ ଅଭିମୁଖେ ଗସ୍ତ କରୁଥିବାବେଳେ…

ଆଜି ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ଯୁବନେତ୍ରୀ ତଥା ଉତ୍ତର ପ୍ରଦେଶ କଂଗ୍ରେସ (ଉତ୍ତର)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ନୂଆଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସର୍ଦ୍ଦାର…

ଦେଖନ୍ତୁ ଭିଡ଼ିଓ: ଟେକା ମାଡ଼ରେ ପାହାଡ଼ରୁ ଗଳି ପଡ଼ିଲା ଭାଲୁ

ଶ୍ରୀନଗର: ଲୋକମାନଙ୍କର ଟେକା ମାଡ଼ରେ ଗୋଟିଏ ଭାଲୁ କିପରି ପାହାଡ଼ରୁ ତଳକୁ ଗଳି ପଡୁଛି, ତାହାର ଭିଡ଼ିଓଟି ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । This is macabre, happened today at Drass. pic.twitter.com/rtnqzghLF3 — Mahmood Ah Shah (@mashah06)…

କଳାହାଣ୍ଡିରେ ସିଆରପିଏଫ୍ କ୍ୟାମ୍ପ ଉଡାଇଲେ ମାଓବାଦୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସଶସ୍ତ୍ର ମାଓବାଦୀ ମାନେ ଶନିବାର ବିଳମ୍ବିତ ରାତିରେ ନିର୍ମାଣାଧିନ ଏକ ସିଆରପିଏଫ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଶିବିରରେ ଏହି ବାମପନ୍ଥୀ ଦଳ ପହଞ୍ଚି ସୁପରଭାଇଜର ଓ…

ଦିଲ୍ଲୀ ସମେତ ଆଜି ୬ଟି ରାଜ୍ୟରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ୫୯ଟି ଲୋକସଭା ଆସନ ଲାଗି ଭୋଟଗ୍ରହଣ ଚାଲିଛି । ଆଜିର ଏହି ନିର୍ବାଚନରେ ଦେଶର ପ୍ରାୟ ୧୦.୧୭ କୋଟି ଭୋଟଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଦେଶର ୧.୧୩ ଲକ୍ଷ ମତଦାନ…

ସୋପିଆନରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ହିନ୍ଦ୍ ସିତୋର ଅଞ୍ଚଳରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ହିନ୍ଦ୍ ସିତୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୨-୦୫-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୨ ରବିବାର ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅଶ୍ଳଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦିନ ୧୨ଟା ପର‌୍ୟ୍ୟନ୍ତ ତାପରେ ମଘା ନକ୍ଷତ୍ର…

ଆହୁରି ୨୪ ଘଣ୍ଟା ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାର କିଛି ପଡ଼ୋଶୀ ରାଜ୍ୟ ତଥା ଝାଡ଼ଖଣ୍ଡର ସମୁଦ୍ର ପତ୍ତନର ୦.୯ କିମି ଉପର ଦେଇ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ…

ୟୁନିସେଫ୍-ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ: ‘ସୋଆ କମ୍ୟୁନିଟି ରେଡିଓ’କୁ ମିଳିଲା ଶ୍ରେଷ୍ଠ ଜିଙ୍ଗଲ୍ ସମ୍ମାନ

ଭୁବନେଶ୍ୱର: ୟୁନିସେଫ୍ ଦ୍ୱାରା ଆୟୋଜିତ ରେଡିଓ ଜଗତର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ “ୟୁନିସେଫ୍ -ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ”ତୃତୀୟ ସଂସ୍କରଣରେ ସମ୍ମାନିତ ହୋଇଛି ସୋଆ କମ୍ୟୁନିଟି ରେଡିଓ - ଭଏସ ଅଫ ସୋଆ କମ୍ୟୁନିଟି ୯୦.୪ । ଶିଶୁମାନଙ୍କର ନିୟମିତ ଟୀକାକରଣକୁ ସୁନିଶ୍ଚିତ କରିବା…

ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ୧୬୦୦ କୋଟି ଟଙ୍କାର ସହାୟତା ରାଶି ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡ଼ିଶାରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବୀ ତଥା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଥିବା ବାତ୍ୟା ପ୍ରପୀଡ଼ିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଗୁଡ଼ିକ ଲାଗି ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି…