Latest Odisha News

BREAKING NEWS

ଭୋଟଗ୍ରହଣ କେନ୍ଦ୍ରରେ ଓଡ଼ିଶାର ରଥୀ-ମହାରଥୀଙ୍କ ମତଦାନ…

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚାଲିଛି ୩ୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ଲାଗି ସକାଳୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ପ୍ରାୟ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ମାନେ ଉତ୍ସାହର ସହିତ ଭୋଟ୍ ଦେଉଥିବା ବେଳେ ଓଡ଼ିଶା ରାଜନୀତିର ହେଭିୱେଟ୍ ନିଜ ନିଜର ମତଦାନ…

‘ଟାଇମ୍‍ପାସ୍‍’ର ବିଶ୍ୱ ପୁସ୍ତକ ଦିବସ ପାଳନ : ୧୬ଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’…

ବିଜେପିରେ ମିଶିଲେ ସନ୍ନି ଦେଓଲ, ପଞ୍ଜାବରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ଅଭିନେତା…

ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ଗଲେ ଝାରପଡ଼ା ଜେଲ୍, ଏବେ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ସୋମବାର ଦିନ ରାତିରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ରବିବାର ଦିନ ରାତିରେ ପ୍ରଦୀପ ମହାରଥୀଙ୍କ…

ଭଦ୍ରକ ଓ ଯାଜପୁର ସମେତ ୪ଟି ଲୋକସଭା ଆସନରେ ନବୀନଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳେ ବାଲେଶ୍ୱରରେ ପହଞ୍ଚି ସେଠାରୁ ସିମୁଳିଆରେ ଆୟୋଜିତ ଏକ ଜନସଭାରେ ଉଦବୋଧନ୍…

ଆଜି କେନ୍ଦ୍ରାପଡା ଓ ବାଲେଶ୍ୱରରେ ମୋଦୀଙ୍କ ହାଇଭୋଲଟେଜ୍ ପ୍ରଚାର୍

ଭୁବନେଶ୍ୱର : ଏପ୍ରିଲ୍ ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ମୋଦୀ କେନ୍ଦ୍ରାପଡା ଓ ବାଲେଶ୍ୱରରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ…

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ମଙ୍ଗଳବାର ଦିନ ୩ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର କିଛି ବୁଥରେ ଥିବା ଇଭିଏମ୍ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ଆଜି ନିର୍ବାଚନ ଲାଗି ବହୁସଂଖ୍ୟାରେ ଭୋଟରମାନେ ଆସି ବୁଥକେନ୍ଦ୍ରରେ ପହଞ୍ଚି…

ଓଡିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪,୫୬,୭୨୯…

ଦଳରୁ ନିଲମ୍ବିତ ହେଲେ ବିଜେଡ଼ି ଯୁବ ଜନତା ଦଳ ପରାମର୍ଶଦାତା

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଜୁ ଯୁବ ଜନତା ଦଳର ପରାମର୍ଶ ଦାତା ସୁନୀଲ୍ ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୩-୦୪-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୩ ମଙ୍ଗଳବାର ମେଷ ୧୦ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ମକର…