ବିଜେଡ଼ି ଟିକଟରେ ଚମ୍ପୁଆରୁ ଲଢିବେ ମୀନାକ୍ଷି ମହାନ୍ତ
ଭୁବନେଶ୍ୱର: ବିଜୁ ଜନତା ଦଳ ଗୁରୁବାର ଦିନ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି । ଏହି ଚର୍ଚ୍ଚିତ ଚମ୍ପୁଆ ଆସନରୁ ମୀନାକ୍ଷୀ ମୀନାକ୍ଷି ବିଜେଡ଼ି ଟିକଟରେ ନିର୍ବାଚନ ଲଢିବାକୁ ଆଜି ଦଳ ଘୋଷଣା କରିଛି ।
ତେବେ ବିଜେଡ଼ି ପକ୍ଷରୁ…