ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…
ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ…