Latest Odisha News

BREAKING NEWS

ନବୀନ ଘୋଷଣା କଲେ ବିଜେଡ଼ିର ଆଉ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଅବଶିଷ୍ଟ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଘୋଷିତ ହେବା ପରେ ବିଜେଡ଼ିରେ ଯୋଗଦାନ କରିଥିବା ଭାଗିରଥୀ…

ପୁଣି ଆସୁଛନ୍ତି ମୋଦୀ, ଏପ୍ରିଲ ପ୍ରଥମ ସପ୍ତାହରେ ୨ଥର ଓଡ଼ିଶା ଗସ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ପ୍ରଥମ ସପ୍ତାହରେ ୨ଥର ଓଡ଼ିଶା ଗସ୍ତ କରିବୋ ବୋଲି ସୂଚନା ମିଳିଛି । ମୋଦୀଙ୍କ ଏହି ନିର୍ବାଚନୀ ଗସ୍ତ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜୁୁଏଲ ଓରାମ ଗଣମାଧ୍ୟମକୁ କହିଛନ୍ତି, ଏପ୍ରିଲ ୬…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦେଶୀ ପିସ୍ତଲ ସହ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏକ ଦେଶୀ ପିସ୍ତଲ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ବଲାଙ୍ଗୀର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନରେଶ ନାଗ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ…

ପାହାଳ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ପାହାଳରେ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ରବିବାର ଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ଦିବାକର ଭୂୟାଁ ଓରଫ୍ ବୁବୁନା ବୋଲି ସୂଚନା ମିଳିଛି । ଆହୁରି ମଧ୍ୟ ହତ୍ୟାକାଣ୍ଡ ମାମଲାରେ…

ବଲାଙ୍ଗିର: ବେଆଇନ ମଦ ବିକ୍ରି ଅଭିଯୋଗରେ ୩ ଅଟକ

ବଲାଙ୍ଗିର : ବଲାଙ୍ଗିରର କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ପୋଲିସ ଏକ ବେଆଇନ ମଦ ଦୋକାନ ଉପରେ ଚଢାଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଆରପି ଓ ଆରପିଏଫ୍ ପୋଲିସ ମିଳିତ ଉଦ୍ୟମରେ ଏକ ଟିମ୍ ଚଢାଉ କରିଥିଲା ।…

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏଥିସହିତ ସେ ପାର୍ଟିର ଉପାଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।…

ବିଜେପିରେ ଯୋଗଦେଲେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଭାଇ ସିଦ୍ଧାର୍ଥ

ଭୁବନେଶ୍ୱର: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ତୁଙ୍ଗ ନେତା ରମେଶ ପଣ୍ଡାଙ୍କ ପୁଅ ସିଦ୍ଧାର୍ଥ ପଣ୍ଡା ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସୁଲତାନ୍ ଆଜଲାନ ଶାହ କପ ହକି: ଭାରତକୁ ପରାସ୍ତ କରି କୋରିଆ ଚମ୍ପିଆନ

ଇପୋ: ମାଲେସିଆର ଇପୋଠାରେ ୬ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ କୋରିଆ ଭାରତକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଭାରତ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ ୧-୧ରେ ଡ୍ର ରହିବା…

ନିର୍ବାଚନ ୨୦୧୯: ବଦ୍ରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ନିରଞ୍ଜନ, ୨ଟି ଆସନରୁ ଲଢିପାରନ୍ତି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ବିଧାୟକ ତଥା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ସହ ନିର୍ବାଚନ ଲଢିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା କଂଗ୍ରେସ…

ପ୍ରସିଦ୍ଧ ‘ରଙ୍ଗବତୀ’ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ଲଢିବେ ନିର୍ବାଚନ !

ସମ୍ବଲପୁର: ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିବା ସମ୍ବଲପୁରୀ ‘ରଙ୍ଗବତୀ’ ଗୀତର ମୂଳ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ୨୦୧୯ ନିର୍ବାଚନ ଲଢିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ, ଜିତେନ୍ଦ୍ରୀୟ ସମ୍ବଲପୁର ଲୋକସଭା କିମ୍ବା ଜିଲ୍ଲାର ଯେକୌଣସି ବିଧାନସଭା ଆସନରୁ…