Latest Odisha News

BREAKING NEWS

ଓଡିଶାରେ ଆଗାମୀ ୩ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଭାଗରେ ତାପମାତ୍ରା ସାମନ୍ୟ ହ୍ରାସ ଘଟିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ରମେଶ ନାୟକ…

୨୦୧୯ ନିର୍ବାଚନ ଏକାକୀ ଲଢିବ ବିଜେଡି: ନବୀନ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଶାସକ ଦଳ ବିଜେଡି ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ମଙ୍ଗଳବାର ଦିନ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ…

ନିଜ ଶିଶୁକୁ ନେବାଲାଗି ଭୁଲିଗଲେ ମହିଳା, ଜରୁରୀ ଅବତରଣ କଲା ‘ସାଉଦୀ ଏୟାରଲାଇନ୍ସ’ ବିମାନ

ଜେଦାହ: ଏୟାରପୋର୍ଟ ଲାଉଞ୍ଚରେ ଯାତ୍ରୀମାନେ ସାଧାରଣତଃ ଅନ୍ୟମନସ୍କ ଭାବେ ନିଜର ମନିପର୍ସ, ୱାଲେଟ, ମୋବାଇଲ୍ ଫୋନ ଏପରିକି ଜରୁରୀ ଡ଼କ୍ୟୁମେ ଛାଡ଼ିଦେବାର ନଜିର୍ ରହିଛି, ମାତ୍ର ପୃଥିବୀରେ ଏମିତି ମଧ୍ୟ ଅଦ୍ଭୁତ କିସମର ମାଆ ରହିଛନ୍ତି ଯିଏକି ନିଜ ଛୁଆକୁ ଅନ୍ୟମନସ୍କତା ଭାବେ ଏୟାରପୋର୍ଟ…

କେନ୍ଦ୍ରାପଡା: ନକଲି ଚା’ କାରଖାନାରୁ ବିପୁଳ ପରିମାଣର କଞ୍ଚାମାଲ୍ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଥାନା ଅନ୍ତର୍ଗତ ଖର୍ଦ୍ଧାସାହି ନିକଟରୁ ସୋମବାର ରାତିରେ ଏକ ନକଲି ଚା’ ପତି କାରଖାନା ଠାବ କରାଯାଇଛି । ଏହି ଘଟଣାରେ ସେଠାରୁ ବିପୁଳ ପରିମାଣରେ ନକଲି ଚା’ ପତି, ବିଭିନ୍ନ ପ୍ରକାର ପ୍ୟାକେଜିଂ ସାମଗ୍ରୀ, କଞ୍ଚାମାଲ ଓ ଚା’ ପତି ତିଆରି…

ଅନୁଗୁଳରେ ନାବାଳକଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜେଏସପିଏଲ୍ ପ୍ଲାଣ୍ଟ ପରିସର କଲୋନୀରେ ସୋମବାର ଦିନ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଏସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ନାବାଳକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ଜେଏସପିଏଲ୍…

ମାଲକାନଗିରି: କଣ୍ଟ୍ରାକ୍ଟରଙ୍କ ସମ୍ପର୍କୀୟଙ୍କୁ ହତ୍ୟା ସହ ଜେସିବି ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗ୍ରାମ ନିକଟରେ ସୋମବାର ଦିନ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଯବାନଙ୍କ ପକ୍ଷରୁ ମାଲକାନଗିରି-ଛତିଶଗଡ ସୀମାରେ ତଲାସୀ ଅଭିଯାନ ଜୋରଦାର ଜାରି ରହିଛି । ମୃତକ ଜଣଙ୍କ ଗୁପ୍ତ ସ୍ୱାଇଁ ଏବଂ ସେ…

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ : ପୁରୀ ଜିଲ୍ଲାର ତାଳବଣିଆ ଥାନା ଅନ୍ତର୍ଗତ କୁମୁଟିପାଟଣା ଅଞ୍ଚଳର ନିକଟରେ ପୋଲିସର ଏନକାଉଣ୍ଟରରେ ସୋମବାର ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ରଶ୍ମୀ ରଞ୍ଜନ ପଣ୍ଡା ଓରଫ୍ ଗୁଡୁ (୨୮) ବୋଲି ଜଣାପଡିଛି । ଆହତ ଗୁଡୁକୁ ଚିକିତ୍ସା ନିମନ୍ତେ ତାକୁ କଟକ…

ପୋଖରାନ୍ ରେଞ୍ଜରେ ଶକ୍ତିଶାଳୀ ‘ପିନାକ’ ରକେଟର ସଫଳ ପରୀକ୍ଷଣ କଲା ଭାରତ

ବାଲେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ପ୍ରବଳ ଉତ୍ତେଜନା ଜାରି ରହିଥିଲେ ମଧ୍ୟ ଭାରତ ସୋମବାର ଦିନ ୨ଟି ପିନାକ ରକେଟର ସଫଳ ପରୀକ୍ଷଣ କରି ସେନାର ଶକ୍ତିକୁ ଆହୁରି ମଜବୁତ କରିପାରିଛି । ଏହି ଦୁଇଟି ଶକ୍ତିଶାଳୀ ପିନାକ ରକେଟକୁ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗର ପୋଖରାନ୍…

‘କଲଙ୍କ୍’ ଟିଜର ରିଲିଜକୁ ଅପେକ୍ଷା, ଟ୍ୱିଟ୍ କରି ଜଣାଇଲେ ଆଲିଆ ଭଟ୍ଟ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ଼ ନିର୍ମାତା ସାଜିଦ୍ ନାଡ଼ିଆଦୱାଲା ଓ କରନ ଜୋହରଙ୍କ ନିର୍ମିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ୍’ର ଇତିମଧ୍ୟରେ ପୋଷ୍ଟର୍ ରିଲିଜ୍ ହୋଇଛି । ମାତ୍ର ମାର୍ଚ୍ଚ ୧୨ ତାରିଖରେ ଟିଜର୍ ରିଲିଜ ହେବା ନେଇ ଫିଲ୍ମର ଲିଡ଼ିଂ ରୋଲରେ ଥିବା କ୍ୟୁଟ୍ ଆକ୍ଟ୍ରେସ୍ ଆଲିଆ ଭଟ୍ଟ…

ଓପିନିୟନ ପୋଲ୍: ୨୮୫ ଆସନ ସହିତ ଏନଡ଼ିଏକୁ ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ୨୭୨ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରି ୨୮୫ ଆସନ ସହିତ ପୁନର୍ବାର କ୍ଷମତାସୀନ ହେବ ବୋଲି ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଟିଭି ଚ୍ୟାନେଲରେ ପ୍ରକାଶିତ କରିଛି । ଏହି…