Latest Odisha News

କୋରାପୁଟ: ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪ ଗିରଫ

କୋରାପୁଟ : ଫେବୃଆରି ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ଶୁକ୍ରବାର ଦିନ ପୋଲିସ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ ଉକ୍ତ ଅଞ୍ଚଳର ଏକ ଜେରକ୍ସ…

କେନ୍ଦ୍ରାପଡାରେ ଯୁବକଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନପୁର ଛକରେ ଗୁରୁବାର ରାତିରେ ୁ ଗୁଳିମାଡ ଭଳି ଅଭାବନୀୟ ଘଟଣା ଘଟିଛି । ଏହି ଗୁଳିକାଣ୍ଡରେ ପ୍ରଶାନ୍ତ ବାରିକ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଫଳରେ ସେ ଗୁରୁତର ଆହତ…

ଝାରସୁଗୁଡାରେ ଦୁର୍ଘଟଣାଗ୍ରସ୍ତ ମୃତ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ଠାରେ ଶୁକ୍ରବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଯବାନ ନିହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ…

ଚାପରେ ମୁଣ୍ଡ ଝୁଙ୍କାଇଲା ପାକିସ୍ତାନ, ବୀରଦର୍ପରେ ଫେରୁଛନ୍ତି ଅଭିନନ୍ଦନ…

ନୂଆଦିଲ୍ଲୀ: ପାକିସ୍ତାନ ସେନା କବଳରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଆଜି ଭାରତ ଫେରୁଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୩ଟା ସମୟରେ…

ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ୨ ଓଏସଏପି ଯବାନ ମୃତ, ୨୯ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟସ୍ଥ ଲଖନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଦିନ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ…

ଜମ୍ମୁ-କାଶ୍ମୀର: କୁପୱାଡାରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ କେତେକ…

ଶିରୁଳି ମହାବୀରଙ୍କ ମସ୍ତକରେ ବସିଲା ଲକ୍ଷ୍ମୀ ପେଚା, ଶୁଭ ଲକ୍ଷଣ ଦେଖିବାକୁ ମନ୍ଦିରରେ ଭିଡ଼

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶିରୁଳି ଗ୍ରାମରେ ଗୁରୁବାର ଦିନ ଏଠାରେ ଥିବା ପ୍ରସିଦ୍ଧ ମହାବୀର ହନୁମାନଜୀଙ୍କ ବିଗ୍ରହ ମସ୍ତକରେ ଏକ ଧଳା ପେଚା ବସିଥିବାର ଜଣାପଡ଼ିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲ୍ଲା…

ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠା ଲାଗି ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବୁଧବାର ଦିନ କହିଛନ୍ତି । #WATCH: US President says, "I think reasonably attractive news from Pakistan & India,…

ବାୟୁସେନା ପାଇଲଟ୍ ଅଭିନନ୍ଦନ ନିରାପଦରେ ଫେରିଆସିବାକୁ ନବୀନଙ୍କ ପ୍ରାର୍ଥନା

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ଖବର ପ୍ରଚାର ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଅଭିନନ୍ଦନ ସକୁଶଳେ ଭାରତ ଫେରାଇ ଆଣିବାକୁ ସମଗ୍ର ଦେଶବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା…

୧୫ କିମି. ଚାଲି ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲର ପ୍ରାୟ ୧୭ଜଣ ଛାତ୍ର ଗୁରୁବାର ଦିନ ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚିବା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ…