ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦିଆଯିବ: ମୁଖ୍ୟମନ୍ତ୍ରୀ
ପୁରୀ: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଦେବା ଲାଗି ଘୋଷଣା କରିଛନ୍ତି । ଆଜି ପୁରୀରେ ମିଶନ ଶକ୍ତି ସମାବେଶରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ।…