ପୋଲିସ ଆକ୍ରମଣକୁ ବିରୋଧ କରି ସେବାୟତ ବନ୍ଦ କଲେ ଶ୍ରୀମନ୍ଦିର ଦ୍ୱାର
ପୁରୀ : ପୁରୀ ଶ୍ରୀମନ୍ଦିରରେ ଜଣେ ସେବାୟତଙ୍କ ଉପରେ ପୋଲିସ ଆକ୍ରମଣକୁ ବିରୋଧ କରି ସେବାୟତମାନଙ୍କ ପକ୍ଷରୁ ଶୁକ୍ରବାର ସକାଳେ ମନ୍ଦିରର ମୁଖ୍ୟ ଦ୍ୱାର ଗୁଡିକୁ ବନ୍ଦ କରି ଦିଆଯାଇଛି । ଏହି ଫଳରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରି ନପାରି ହଟ୍ଟହଟ୍ଟା ହୋଇଛନ୍ତି ।…