ମୟୁରଭଞ୍ଜ: ଗୁଳିମାଡରେ ଶିକାରୀ ଆହତ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଡାପାଇ ଜଙ୍ଗଲରେ ହୋଇଥିବା ଏକ ଗୁଳି କାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକଙ୍କ ଦେହରେ ଭୁଲ ବଶତଃ ଏକ ଶିକାରୀ ଗୁଳି ବାଜି ଯାଇଥିବା ନେଇ ଅନୁମାନ…