Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ଯୋଗୁଁ ୧୨ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶାର କିଛି ସ୍ଥାନରେ ନଭେମ୍ବର ୧୨ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା…

ଜାଣନ୍ତୁ, ସଚିନଙ୍କ କେଉଁ ଗୋଟିଏ ରେକର୍ଡକୁ ଭାଙ୍ଗି ପାରିବେନି ବିରାଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଙ୍କ କ୍ୟାରିୟର୍ ଗ୍ରାଫ୍ ଯେତିକି ଯେତିକି ବଢିବାରେ ଲାଗିଛି, ସେ ସେତିକି ନୂଆ ରେକର୍ଡ ହାସଲ କରିବା ସହ ବିଭିନ୍ନ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଙ୍ଗି ଚାଲିଛନ୍ତି। କିଛିଦିନ ପୂର୍ବେ ବରାଟ ମାଷ୍ଟର…

ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ‘ସ୍ପିଡ୍ ଡିଟେକ୍ଟିଂ’ କ୍ୟାମେରା

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଇବା ପାଇଁ ସହରର ପାଖାପାଖି…

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଆଖିର ଯତ୍ନ କିପରି ନେବେ, ଜାଣନ୍ତୁ

ଭୁବନେଶ୍ୱର : ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ…

ଜମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲାର ଟିକେନ୍ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଭୁବନେଶ୍ୱର ଷ୍ଟେଟବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାପୁଜୀନଗରସ୍ଥିତ ଷ୍ଟେଟବ୍ୟାଙ୍କ ଶାଖା ବିଲ୍ଡିଂରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଶନିବାର ସକାଳେ କିଛି ଲୋକ ବାପୁଜୀନଗର ଷ୍ଟେଟବ୍ୟାଙ୍କ ବିଲ୍ଡିଂର ୨ୟମହଲାରୁ ଧୁଆଁ ନିର୍ଗତ ହେଉଥିବାର ଦେଖି ଅଗ୍ନିଶମ ବିଭାଗକୁ…

ନଭେମ୍ବର ୧୨ରୁ ‘ନବନିର୍ମାଣ କୃଷକ ସଂଗଠନ’ର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଦାବି ପୂରଣ ଲାଗି ‘ନବନିର୍ମାଣ କୃଷକ ସଂଗଠନ’ ଆସନ୍ତା ନଭେମ୍ବର ୧୨ ତାରିଖରୁ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି । ‘ନବନିର୍ମାଣ କୃଷକ ସଂଗଠନ’ର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ…

ରାଜ୍ୟର ଶିଳ୍ପ ବିକାଶକୁ ନେଇ ବିଜେପି ପକ୍ଷରୁ ଅଭିଯୋଗ

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା କେବଳ ଆତ୍ମପ୍ରଚାର ପାଇଁ ଏବଂ ଓଡିଶାର ରେଳବିକାଶ ସହ ଶିଳ୍ପ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ…

ରୋଜଗାର କରିବାକୁ ଯାଇ ମାଲେସିଆରେ ନିଖୋଜ ଓଡିଆ ଶ୍ରମିକ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଜଣେ ଓଡିଆ ଶ୍ରମିକ ମାଲେସିଆକୁ କାମ କରିବାକୁ ଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଶ୍ରମିକ ଜଣଙ୍କ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗ୍ରାମର କ୍ଷେତ୍ରବାସୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କ୍ଷେତ୍ରବାସୀ କୋଲକାତାର…