ଖୋର୍ଦ୍ଧାରେ ଅଟକ ଥିବା ଯୁବକ ମାଓବାଦୀ ନୁହଁନ୍ତି: ପୋଲିସ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅଟକ ଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି ବୋଲି ଶୁକ୍ରବାର ଦିନ ପୋଲସ ସ୍ପଷ୍ଟ କରିଛନ୍ତି ।
ଜଣେ ମାଓବାଦୀ ବୋଲି ସନ୍ଦେହ କରାଯାଉଥିବା ଯୁବକ ଜଣକଙ୍କୁ ବେଗୁନିଆ ଥାନାରେ ଦୀର୍ଘ ସମୟଧରି ପଚରା ଉଚରା କରିବା ପରେ ଗଣମାଧ୍ୟମକୁ ସୂଚନାଦେଇ କେନ୍ଦ୍ରାଞ୍ଚଳ ଆଇଜି…