Latest Odisha News

BREAKING NEWS

ପବିତ୍ର ବିଜୟାଦଶମୀରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ…

ଆରପାରିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକ ଅମୀୟ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ଆଜି ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ଆଜି ସକାଳ ପାଖାପାଖି ୮ଟା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ଓଲିଉଡରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ…

ଦୟାମୟୀ ମାଆ ଚର୍ଚ୍ଚିକା – ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ

ଓଡ଼ିଶାରେ ରହିଛି ଆଠଟି ପ୍ରସିଦ୍ଧ ଦେବୀପୀଠ, ସେଥିମଧ୍ୟରୁ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ପୀଠ ଅନ୍ୟତମ । ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ସୁଦୃଶ୍ୟ ମନ୍ଦିର । ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବାଙ୍କିର ଏହି ଦେବୀପୀଠ ବେଶ୍…

ଓଡ଼ିଶା ମୁଖ୍ୟମନ୍ତ୍ରୀ ୧୦୦୦କୋଟି ଟଙ୍କା କେନ୍ଦ୍ରକୁ ଅନ୍ତରୀଣ ବାତ୍ୟା ସହାୟତା ଦେବାକୁ କହିଲେ

ଭୁବନେଶ୍ୱର: ତିତଲି ବାତ୍ୟାରେ ପ୍ରଭାବିତ ରିଲିଫ ଓ କ୍ଷୟକ୍ଷତି ସୁଧାରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୦୦୦ କୋଟି ଟଙ୍କା କେନ୍ଦ୍ର ଅନ୍ତରୀଣ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ତିତିଲି ବାତ୍ୟା ପ୍ରଭାବରେ…

ବରିଷ୍ଠ କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ୯୩ତମ ଜନ୍ମଦିବସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡ଼ି. ତିୱାରୀ ତାଙ୍କ ୯୩ତମ ଜନ୍ମଦିବସରେ ପ୍ରାଣତ୍ୟାଗ କରିଛନ୍ତି । ବରିଷ୍ଠ ନେତା ତିୱାରୀ ଗତ ଜୁଲାଇ ମାସରୁ ନୂଆଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।…

କୋଣାର୍କରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ଜଣ ଅଭିଯୁକ୍ତ ଅଟକ

ପୁରୀ/କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂରରେ ଥିବା ଏକ କମ୍ପେ୍ଲକ୍ସରେ ୧୦ ଦିନ ଧରି ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁରୁବାର ଦିନ ୨ଜଣଙ୍କୁ ଅଟକ ରଖିଛି । ପୁରୀ ଜିଲ୍ଲା ଅତିରିକ୍ତ ଏସପି ଗାଗାରିନ ମହାନ୍ତି କହିଛନ୍ତି, ୨…

ତିତଲି ବାତ୍ୟାରେ ୬୦ଲକ୍ଷ ଲୋକ ପ୍ରଭାବିତ, ୨୭୬୫ କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି, ଭୟଙ୍କର ତିତଲି ବାତ୍ୟା ଏବଂ ତା’ପରେ ହୋଇଥିବା ବନ୍ୟାରେ ରାଜ୍ୟର ୧୭ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକରେ…

ଏମ୍ସ: ଦ୍ରୁତ ଆରୋଗ୍ୟରେ ଜଗା-କାଳିଆ

ନୂଆଦିଲ୍ଲୀ : ଯାଆଁଳା ଭାଇ ଜଗା-କାଳିଆ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ସେମାନଙ୍କ ଆରୋଗ୍ୟକୁ ନେଇ ଏକ ନୂଆ ଖବର ନଜରକୁ ଆସିଛି । ପ୍ରଥମଥର ପାଇଁ ଦୁଇ ଶିଶୁ ଏମ୍ସ କ୍ୟାମ୍ପସରୁ ବାହାରି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରେ ବୁଲାବୁଲି କରିବା ସହିତ ବେଶ କିଛି ସମୟ ବିତାଇଥିବା ନେଇ…

ଓଡିଆ ଖେଳାଳୀ ପପୁ ରାୟ ‘ଦେଓଧର ଟ୍ରଫି’ ଖେଳିବା ପାଇଁ ମନୋନୀତ

ଭୁବନେଶ୍ୱର : ଓଡିଆ କିକ୍ରେଟ ଖେଳାଳୀ ପପୁ ରାୟ ଦିନିକିଆ ଦେଓଧର ଟ୍ରଫି ଖେଳିବା ଲାଗି ମନୋନୀତ ହୋଇଛନ୍ତି । ଏହି ବାମହାତି ଓଡିଆ ବୋଲର ଭାରତୀୟ ସିନିୟର ‘ସି’ ଦଳ ଲାଗି ୫୦ ଓଭର ବିଶିଷ୍ଟ ଦିନିକିଆ ଦେଓଧର ଟ୍ରଫି କ୍ରିକେଟ ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଆସନ୍ତା ଅକ୍ଟୋବର ୨୩ ତାରିଖ…

# ‘ମି ଠୁ’: ଅକ୍ଟୋବର ୩୧ରେ ହେବ ଏମ. ଜେ. ଆକବରଙ୍କ ମାନହାନି ମୋକବ୍ଦମା ଶୁଣାଣି

ନୂଆଦିଲ୍ଲୀ : 'ମି ଠୁ' ଜାଲରେ ଛନ୍ଦି ହୋଇପଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ. ଜେ. ଆକବରଙ୍କ ଠୁ ବିବାଦ ପିଛା ଛାଡୁନାହିଁ । ଏହି ବରିଷ୍ଠ ସାମ୍ବାଦିକଙ୍କ ନାମରେ ପ୍ରିୟା ରମଣିଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ହେବାପରେ ପରବର୍ତ୍ତୀ ସମୟରେ ଆକବର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।…