Latest Odisha News

ଏମ୍ସ: ଦ୍ରୁତ ଆରୋଗ୍ୟରେ ଜଗା-କାଳିଆ

ନୂଆଦିଲ୍ଲୀ : ଯାଆଁଳା ଭାଇ ଜଗା-କାଳିଆ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ସେମାନଙ୍କ ଆରୋଗ୍ୟକୁ ନେଇ ଏକ ନୂଆ ଖବର ନଜରକୁ ଆସିଛି ।

ପ୍ରଥମଥର ପାଇଁ ଦୁଇ ଶିଶୁ ଏମ୍ସ କ୍ୟାମ୍ପସରୁ ବାହାରି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରେ ବୁଲାବୁଲି କରିବା ସହିତ ବେଶ କିଛି ସମୟ ବିତାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଜଗା ବ୍ୟାଟେରୀ ଚାଳିତ ଗାଡି ଚଲାଉଥିବା ଦେଖିବାକୁ ମିଳିଥିବାବେଳେ କାଳିଆ ହ୍ୱିଲ ଚେୟାରରେ ବସି ବୁଲାବୁଲି କରୁଥିବା ନେଇ ଦେଖିବାକୁ ମିଳିଥିଲା । ଏଥିସହିତ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏପରି ବୁଲୁଥିବା ଦେଖି ତାଙ୍କ ମା’ ଆଶ୍ୱସ୍ତି ପ୍ରକାଶ କରୁଥିବା ନେଇ କହିଛନ୍ତି ।

Leave A Reply

Your email address will not be published.