ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ମୁଲତବୀ ରହିଲା
ଭୁବନେଶ୍ୱର: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବୁଧବାର ଦିନ ପ୍ରାରମ୍ଭରୁ ହିଁ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।
ବୁଧବାର ଦିନ ୧୦:୩୦ ରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ହିଁ ବିରୋଧି କଂଗ୍ରେସ ସଭ୍ୟମାନେ ଚାରା ରୋପଣ ଦୁର୍ନୀତି…