Latest Odisha News

BREAKING NEWS

ବରୁଣ ଓ ଅନୁଷ୍କାଙ୍କ ‘ସୁଇଧାଗା’: ପ୍ରଥମଥର ପାଇଁ ଏକାଠି ଆସିବେ ନଜର

ବଲିଉଡରେ ପୁଣି ଏକ ଯୋଡିର କେମେଷ୍ଟ୍ରି ଦେଖିବାକୁ ମିଳିବ । ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମଥର ପାଇଁ ଏକାଠି ସ୍କ୍ରିନ ଶେୟାର କରୁଛନ୍ତି । ‘ସୁଇଧାଗା’ ମେଡ୍ ଇନ୍ ଇଣ୍ଡିଆ, ନାମକ ଫିଲ୍ମରେ ଏହି ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ଦେଖିବାକୁ ପାଇବେ । ଅନୁଷ୍କା…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ…

୧୩ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ଟି ଜିଲ୍ଲାକୁ ସର୍ତକ ସୂଚନା ଦିଆଯାଇଛି । ବଲାଙ୍ଗୀର, ନୂଆପଡା, ବରଗଡ, ସୋନପୁର, ବୌଦ୍ଧ,ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ ଓ ଖୋର୍ଦ୍ଧା ଆଦି ଜିଲ୍ଲାବାସୀଙ୍କୁ ସର୍ତକ ରହିବା ସହିତ ମତ୍ସଜୀବି…

ଶ୍ରୀମନ୍ଦିର ଦକ୍ଷିଣା ବନ୍ଦ ପ୍ରସଙ୍ଗ: ରୁଦ୍ଧଦ୍ୱାର ବୈଠକକୁ ସେବାୟତମାନଙ୍କ ଘୋର ବିରୋଧ

ପୁରୀ : ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟସରକାର ଦ୍ୱାରା ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ତିନିଜଣିଆ ବିଶେଷଜ୍ଞ କମିଟିର ରୁଦ୍ଧଦ୍ୱାର ଜନଶୁଣାଣିକୁ ବିରୋଧ କରିଛନ୍ତି ସେବାୟତମାନେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଲିଥିବା ଜନଶୁଣାଣିର ପ୍ରତିବାଦ କରିବାକୁ ଯାଇ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ । ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ…

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୪.୭୩ କୋଟି ଟଙ୍କାର ପ୍ରକଳ୍ପ…

ଭୁବନେଶ୍ୱର : ୨୧୩ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୪୪.୭୩ କୋଟି ଟଙ୍କା । ଆଜି ସୁଦ୍ଧା ୧୩୯ଟି ବ୍ଲକର ସମୁଦାୟ ୩୧୯୭ ଗ୍ରାମ ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୨୯୮୧୬ ପ୍ରକଳ୍ପ, ୭୨୯.୧୪ କୋଟି ଟଙ୍କା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି,…

ଓଆରଏଚଡିସି ଦୁର୍ନୀତି ମାମଲା: ଝାରପଡ଼ା ଜେଲ୍ ଗଲେ ଆଇଏସ୍ ବିନୋଦ କୁମାର, ୩ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏସ୍ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୦୦ ମସିହାରେ ଓଆରଏଚଡିସିି ରେ ୫୫ଲକ୍ଷ ଟଙ୍କାର ମହାଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ସେ…

ଆଶାକର୍ମୀଙ୍କ ଆର୍ଥୀକ ଅବ୍ୟାହତି ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆଶାକର୍ମୀଙ୍କ ଆର୍ଥୀକ ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି…

କମବ୍ୟାକ୍ କରୁଛନ୍ତି କାଜୋଲ…

‘ହେଲିକପ୍ଟର ଇଲା’ ଫିଲ୍ମ ମାଧ୍ୟମରେ ପୁଣିଥରେ ବଲିଉଡକୁ କମବ୍ୟାକ୍ କରୁଛନ୍ତି ଫେମସ୍ ଅଭିନେତ୍ରୀ କାଜୋଲ । କାଜୋଲ ଶେଷଥର ପାଇଁ ୨୦୧୫ରେ ‘ଦିଲୱାଲେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ‘ହେଲିକପ୍ଟର ଇଲା’ରେ ଏକ ଭିନ୍ନ ଲୁକ୍ ରେ ନଜର ଆସିବାକୁ ଯାଉଛନ୍ତି ।…