Latest Odisha News

BREAKING NEWS

‘ସର୍ଫରୋସ୍’ ସିକ୍ୱେଲ୍ ରେ ନଜର ଆସିବେ ଜନ୍ ଆବ୍ରାହମ୍

ମୁମ୍ବାଇ : ଏବେ ବଲିଉଡରେ ବାୟୋପିକ୍ ଓ ସିକ୍ୱେଲ୍ ଫିଲ୍ମ ନିର୍ମାଣ ଏକପ୍ରକାର ଟ୍ରେଣ୍ଡ ପାଲଟି ଗଲାଣି । ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ୍ ନିର୍ମାଣ ହେବା ନେଇ କିଛି ଖବର ଶୁଣିବାକୁ ମିଳୁଛି । ଜନ୍ ମାଥ୍ୟୁ ମଥାନଙ୍କ ନିର୍ଦ୍ଦେଶିତ ‘ସର୍ଫୋରସ୍’ ଫିଲ୍ମର…

ଶାସକ ବିଜେଡି ତଥ୍ୟ ନଦେଖି ଉଜ୍ଜଳା ସଂଯୋଗ ସମ୍ପର୍କରେ ଭିତ୍ତିହୀନ ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ବିଜେପି

ଭୁବନେଶ୍ୱର : ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ କରିବା ଲାଗି ସାରା ଦେଶରେ ଏହି ଯୋଜନା ମାଧ୍ୟମରେ ୫ କୋଟିରୁ ଉଦ୍ଧ୍ୱର୍ ମହିଳା ଉପକୃତ ହୋଇଛନ୍ତି । ଏହି ଯୋଜନା ସାରା ବିଶ୍ୱରେ ଆଦୃତ ହୋଇଥିବା ବେଳେ ଶାସକ ବିଜେଡି ରାଜ୍ୟରେ ତଥ୍ୟ ନଦେଖି କେବଳ ହୀନ ରାଜନୀତି କରି ଭିତିହୀନ ମନ୍ତବ୍ୟ…

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏକ ‘ଫ୍ଲପ୍ ଶୋ’ – ବିଜେଡ଼ି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳ ହେବା ଲାଗି ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନାହିଁ ତେଣୁ ଏହା ଏକ ଅସଫଳ ଯୋଜନା ଏବଂ ଏହି ଉଜ୍ଜଳା ଯୋଜନା ଏକ ପ୍ଲପ୍ ଶୋ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ।…

କଟକ: ଦେଶର ପ୍ରଥମ ସ୍କିଲ୍ ମ୍ୟୁଜିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖପୁରିଆର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଠାରେ ଦେଶର ପ୍ରଥମ ସ୍କିଲ୍ ମ୍ୟୁଜିୟମ ଉଦଘାଟନ କରିଛନ୍ତି । ଏହି ସ୍କିଲ ମ୍ୟୁଜିୟମ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସ୍କିଲ ମ୍ୟୁଜିୟମକୁ ବୁଲି ଦେଖିଥିଲେ । ପରେ ଏକ ଉତ୍ସବରେ ଆଞ୍ଚଳିକ ଦକ୍ଷତା…

ଏସଟିପିଆଇର ‘ଏସଟିପିଆଇ ଇଲାଇଟ’କେନ୍ଦ୍ର ଲୋକାର୍ପିତ ହେଲା

ଭୁବନେଶ୍ୱର : ଭାରତ ସରକାରଙ୍କ ଅଧିନସ୍ଥ ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟର ସପ୍ଟୱେୟାର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆର ଏକ ଅତ୍ୟାଧୁନିକ କେନ୍ଦ୍ର ଏସଟିପିଆଇ ଇଲାଇଟ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକାର୍ପିତ କରିଛନ୍ତି ।…

ରିଲିଜ୍ ହେଲା ‘ପଲଟନ୍’ର ଟ୍ରେଲର୍

ପ୍ରସିଦ୍ଧ ନିର୍ଦ୍ଦେଶକ ଜେପି ଦତ୍ତା ପୁଣିଥରେ ବଲିଉଡରେ ନିର୍ଦ୍ଦେଶକ ଭାବେ କମବ୍ୟାକ୍ କରୁଛନ୍ତି । ଆପଣ ଜାଣିଥିବେ ‘ବର୍ଡର’ ଓ ‘ଏଲ୍ଓସି କାରଗିଲ୍’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେପି । ଏହି ସୁପରହିଟ୍ ଫିଲ୍ମ ଗୁଡିକ ସେ ସମୟରେ ଚାରିଆଡେ ଚହଳ ସୃଷ୍ଟି କରିଥିଲା । ଦୀର୍ଘ…

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର୍ ଟିଟୋକୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

କେନ୍ଦ୍ରାପଡ଼ା : ଏକ ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ଗ୍ୟାଙ୍ଗଷ୍ଟର୍ ଟିଟୋକୁ କେନ୍ଦ୍ରାପଡ଼ା ପୋଲିସ ୨ଦିନିଆର ରିମାଣ୍ଡରେ ନେଇଛନ୍ତି । ଗତବର୍ଷ ଡ଼ିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚକଡ଼ା ଗ୍ରାମରେ ଇଞ୍ଜିନିୟର ଦେବାଶିଷ ସାହୁ ହତ୍ୟାକାଣ୍ଡ ମାମଲାରେ ଟିଟୋର…

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୨୭.୫୧ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ…

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୨୭.୫୧ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା – କଳାହାଣ୍ଡି ଜିଲ୍ଲାର ଜୟପାଟଣା, ପୁରୀ ଜିଲ୍ଲାର ନିମାପଡ଼ା, କଟକ ଜିଲ୍ଲାର କଣ୍ଟାପଡ଼ା,…

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ?

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ? ଭିଟାମିନ-ଡି ର ଅଭାବ କେବଳ ବୟସ୍କ ଲୋକ ମାନଙ୍କ ପାଖରେ ଦେଖାଯାଏ ନାହିଁ ଏହା ନବଜାତ ଶିଶୁ ମାନଙ୍କ ନିକଟରେ ମଧ୍ୟ ପରିଲିକ୍ଷିତ ହୋଇଥାଏ । ବୟସ୍କ ମାନଙ୍କ ପରି ଛୋଟ ପିଲାଙ୍କର ମଧ୍ୟ ନିର୍ଦ୍ଧିଷ୍ଟ ମାତ୍ରାରେ ଭିଟାମିନ୍-ଡି ଦରକାର ହୋଇଥାଏ…

ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ମୁଁ ଗୁରତ୍ୱ ଦେବି – ପୋଲିସ କମିଶନର ସତ୍ୟଜିତ ମହାନ୍ତି

ଭୁବନେଶ୍ୱର : ଆଜି ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସତ୍ୟଜିତ ମହାନ୍ତି । ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ସମାଜରେ ଆଇନ କାନୁନ ଓ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ପ୍ରଥମେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ପଡ଼ିବ । ଆଜି…