Latest Odisha News

BREAKING NEWS

ଘରୋଇ ଉପଚାର ମାଧ୍ୟମରେ ମହିଳାଙ୍କ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସମସ୍ୟା ସମାଧାନ

ମାଆ ହେବା ଜଣେ ମହିଳା ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର । ହେଲେ ଯେଉଁ ମହିଳାମାନେ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସମସ୍ୟା ଦେଇ ଯାଉଥାନ୍ତି ସେମାନଙ୍କ ପାଇଁ ମାଆ ହେବା କଷ୍ଟକର ହୋଇପଡେ। ଏହାକୁ ଏପରି ପରିସ୍ଥିତିରେ, ହରମୋନାଲ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ନିହାତି ଆବଶ୍ୟକ।…

ହତ୍ୟା ଅଭିଯୋଗରେ ପୋଲିସ ହେପାଜତରେ କନ୍ନଡ ସିନେଷ୍ଟାର ଦର୍ଶନ ଓ ପବିତ୍ରା

ବେଙ୍ଗଲୁରୁ: ହତ୍ୟା ମାମଲାରେ ଫସିଲେ କର୍ଣ୍ଣାଟକର  ଜଣାଶୁଣା ସିନେଷ୍ଟାର ଦର୍ଶନ ଥୋଗୁଦୀପା । ଜଣେ ଫାର୍ମାସୀ ସହକାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆଧାରରେ ଦର୍ଶନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହାସହିତ ତାଙ୍କ ମହିଳା ବାନ୍ଧବୀ ଅଭିନେତ୍ରୀ ପବିତ୍ରା…

ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ନେଇ ୧୯ଟି ଜିଲ୍ଲାରେ କାଳବୈଶାଖୀ ସତର୍କତା

ଭୁବନେଶ୍ଵର: ରାଜ୍ୟରେ କାଳବୈଶାଖୀ ହେବା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଘଡଘଡି, ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି। ତେଣୁ ଏନେଇ ୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଏହି ସମୟରେ ୩୦-୪୦ କିମି ବେଗରେ ପବନ ବୋଲି ଅନୁମାନ କରାଯାଉଛି।…

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ…

ଚନ୍ଦ୍ରବାବୁ ନାଇଡୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, ଆସନ୍ତାକାଲି ଶପଥ

ହାଇଦ୍ରାବାଦ: ତେଲଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ନିର୍ବାଚିତ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆଜି…

ଓଡିଶାରେ ରାଜସ୍ଥାନ ଫର୍ମୂଲା !

ଭୁବନେଶ୍ବର: ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ? ଓଡିଶାରେ ବି ଲାଗୁ ହେବ କି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା? ଯଦି ଲାଗୁ ହୁଏ, କିଏ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ? ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରୁଛି। ମୁଖ୍ୟମନ୍ତ୍ରୀ ଚୟନ ପରେ ରାଜ୍ୟର ସବୁ…

ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବ ବିଜେପି ସରକାର । ଜନମତ ପାଇ ରାଜ୍ୟରେ ଐତିହାସିକ ବିଜୟ ଲାଭ କରିଛି ବିଜେପି। ବୁଧବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ବିଜେଡି ବିରୋଧରେ ପ୍ରବଳ ଜନଅସନ୍ତୋଷ ପାଇଁ ବଡ ବିଜୟ ଲାଭ କରିଛି ବିଜେପି। ତେଣୁ ନୂଆ ସରକାରଠାରୁ…

ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ

ଭୁବନେଶ୍ୱର: ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ଘଟିଛି । ଏହି ପ୍ରରିପେକ୍ଷୀରେ ପାଣ୍ତିଆନଙ୍କ ପାଇଁ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ । ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥି ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର…

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ, ପ୍ରବେଶ ଉପରେ ଲଗାଯାଇଥିଲା କଟକଣା

ଭୁବନେଶ୍ବର: ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର। କିନ୍ତୁ ଏବେ ଏଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା…

ଏବେ କଣ କରିବେ ପାଣ୍ଡିଆନ?

ଭୁବନେଶ୍ବର: ଚାକିରି ଯାଇଥିଲା, ରାଜନୀତି ବି ଛାଡିଲେ, ଏବେ କଣ କରିବେ ଭିକେ ପାଣ୍ଡିଆନ? ରବିବାର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ପାଣ୍ଡିଆନ। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିଲେ। ତେଣୁ ସକ୍ରିୟ…