ତେଲ ସରିଯିବାରୁ ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର
ଢେଙ୍କାନାଳ: ଚାଲିଥିଲା ପଲିଶ୍ରୀ ମେଳା । ହଠାତ୍ ଅବତରଣ କଲା ଏକ ସନ୍ଦିଗ୍ଧ ହେଲିକପ୍ଟର । ଢେଙ୍କାନାଳରେ ଅଚାନକ ଅବତରଣ କରିଥିବା ଏକ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା ହୋର ଧରିଥିଲା । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ବେଳେ…