ଲକ୍ଷ୍ମୀପୁର ଲଢେଇ “କୁଲେସିକା” ଟୁଇଷ୍ଟ
ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ହିଁ ଧୋକା, ପ୍ରତାରଣାକୁ ନେଇ ଚର୍ଚ୍ଚାରେ ରହିଛି ଲକ୍ଷ୍ମୀପୁର ବିଧାନସଭା ଆସନ । ବିଜେଡି ଟିକେଟ୍ ଘୋଷଣା ପରେ ବିସ୍ଫୋରକ ବୟାନ ଦେଇଥିଲେ ଆଶାୟୀ ପ୍ରାର୍ଥୀ ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ…